ସତ୍ୟପାଠ ବ୍ୟୁରୋ : ରାଉରକେଲାରୁ ୪ ଆନ୍ତଃରାଜ୍ୟ ଲୁଟେରା ଗିରଫ ହୋଇଛନ୍ତି । ସମସ୍ତ ଲୁଟେରାଙ୍କୁ ଗିରଫ କରିଛି ରାଉରକେଲା ଜିଆରପି ପୋଲିସ । କାଲୁଙ୍ଗା ଷ୍ଟେସନ ନିକଟରେ ଲୁଟ୍ ପାଇଁ ଯୋଜନା କରୁଥିବାବେଳେ ସେମାନଙ୍କ କାବୁ କରିଥିଲା ପୋଲିସ । ମାରଣାସ୍ତ୍ର ଓ କିଛି ଜିନିଷ ସେମାନଙ୍କଠାରୁ ଜବତ କରିଛି ପୋଲିସ । ଟ୍ରେନ୍ ଯାତ୍ରୀଙ୍କୁ ମାରଣାସ୍ତ୍ର ଦେଖାଇ ସେମାନେ ଲୁଟପାଟ କରୁଥିବା କହିଛି ପୋଲିସ ।
Related Posts
-
Copyright © SatyaPatha2021