ଭୁବନେଶ୍ଵର : ସଙ୍କଟରେ ତାରିଣୀ ବସ୍ତ୍ରାଳୟ । ଭୁବନେଶ୍ୱର ସ୍ଥିତ କଳ୍ପନା ଛକରେ ଥିବା ତାରିଣୀ ବସ୍ତ୍ରାଳୟ ଉପରେ ଜିଏସ୍‌ଟି ରେଡ୍‌ । ଜିଏସ୍‌ଟି ପକ୍ଷରୁ ଅତର୍କିତ ରେଡ୍‌ ଚାଲିଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ ।

ସେହିପରି ତାରିଣୀ ବସ୍ତ୍ରାଳୟର ସୋ ରୁମ୍, ଗୋଦାମ ଘର, କେଦାର ଲେନ୍ ଏବଂ ବନମାଳୀପୁରରେ ଥିବା ବାସଭବନରେ ରେଡ୍ ଚାଲିଛି। ଏହି ଚଢାଉରେ ୨୦ ଜଣ ଅଧିକାରୀ ସାମିଲ ଥିବା ଜଣାପଡିଛି ।