ଆମେରିକାରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ଇୟାନ: ଘଂଟାପ୍ରତି ୨୪୧ କିଲୋମିଟର ବେଗରେ ବୋହିଲା ପବନ

ନୂଆଦିଲ୍ଲୀ : ଆମେରିକାରେ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ଼ ଇୟାନ । ଫ୍ଲୋରିଡାର ଦକ୍ଷିଣପଶ୍ଚିମ ଭାଗରେ ଲ୍ୟାଣ୍ଡଫଲ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିଛି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଂଟାପ୍ରତି ୨୪୧ କିଲୋମିଟର ଥିବା ସୂଚନା ରହିଛି ।

ଝଡ ତୋଫାନରେ ଶତାଧିକ ଘର ପାଣିରେ ଭାସି ଯାଇଥିବା ବେଳେ ଗଛ, ବିଦ୍ୟୁତ ଖୁଂଟ ଉପୁଡ଼ିଛି । ଫ୍ଲୋରିଡା ଦକ୍ଷିଣପଶ୍ଚିମ ଭାଗରେ ଲ୍ୟାଣ୍ଡଫଲ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିଛି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଂଟାପ୍ରତି ୨୪୧ କିଲୋମିଟର ଥିବା ସୂଚନା ରହିଛି । ଝଡ ତୋଫାନରେ ଶତାଧିକ ଘର ପାଣିରେ ଭାସି ଯାଇଥିବା ବେଳେ ଗଛ, ବିଦ୍ୟୁତ ଖୁଂଟ ଉପୁଡ଼ିଛି । ବାତ୍ୟା ଇୟାନ ଆମେରିକାର ସ୍ଥାନୀୟ ସମୟ ଦିନ ୩ଟା ପରେ ଲ୍ୟାଣ୍ଡଫଲ କରିଛି ।

ବାତ୍ୟା ଇୟାନ ପ୍ରଭାବକେ ପ୍ରାୟ ୧୮ ଲକ୍ଷ ଲୋକ ଅନ୍ଧାରରେ ରହିଛନ୍ତି । ବିଦ୍ୟୁତ ସଂଯୋଗ ପାଇଁ ଏକ ବଡ ଟିମ୍ ଗଠନ ହୋଇଛି । ଗୋଟିଏ ସ୍ଥାନରେ ହଜାର ହାଜର ଲାଇନ୍ ମ୍ୟାନ ଏବଂ ଗାଡି ରହିଥିବା ଦେଖିବାକୁ ମିଳିଛି ଆମେରିକରରେ ଭୟଙ୍କର ତାଣ୍ଡବ ରଚୁଛି ସାମୁଦ୍ରିକ ଝଡ଼ ଇୟାନ ।

Related Posts