କଳାହାଣ୍ଡିରେ ଅନୁଭବଙ୍କ ଇସ୍ତଫା ଦାବିରେ ତାତିଲେ ମହିଳା September 8, 2020 | 11:40 AMsatyapathaରାଜନୀତିରାଜ୍ୟ ଓଲିଉଡ ର ଚର୍ଚ୍ଚିତ ଅଭିନେତା ତଥା କେନ୍ଦ୍ରାପଡା ରୁ ବିଜେଡି ସାଂସଦ ଅନୁଭବ ମହାନ୍ତି ତାଙ୍କ ଧର୍ମପତ୍ନୀ ତଥା ଜଣାଶୁଣା ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଥିବା ସହ ମଦନିଶା ରେ ମାତାଲ ହୋଇ ଗାଳିଗୁଳଜ କରିବା ନେଇ ବର୍ଷା କୋର୍ଟ ର ଆଶ୍ରୟ ନେଇଛନ୍ତି ଅନ୍ୟ ପଟେ ଅନୁଭବ ମଧ୍ୟ ଦିଲ୍ଲୀ କୋର୍ଟ ରେ ବର୍ଷା ଙ୍କ ଵିରୋଧ ରେ ମାମଲା ରୁଜୁ କରିଥିବା ଜଣାପଡିଛି ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ଆଜି କଳାହାଣ୍ଡି ବିଜେପି ମହିଳା ମୋର୍ଚ୍ଚା ତରଫ ରୁ ଭବାନୀପାଟଣା ଟାଉନ ଥାନା ସମ୍ମୁଖରେ ଅନୁଭବ ଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ବର୍ଷା ଙ୍କୁ ନ୍ୟାୟ ଓ ଅନୁଭବ ସାଂସଦ ରୁ ଇସ୍ତଫା ଦେବାକୁ ଦାବି ଓ ବିରୋଧ ପ୍ରଦର୍ଶନ କରାଯାଇଛି
ବାତ୍ୟା ଆଶଙ୍କାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍! ଦକ୍ଷିଣ ଓଡ଼ିଶାର ଗାଁଗୁଡ଼ିକ ପ୍ରସ୍ତୁତ ତ? October 24, 2026 | 3:00 PM
କୋଣାର୍କ ସୂର୍ଯ୍ୟମନ୍ଦିର ସାମ୍ନାରେ ୧୧୦ କୋଟିର ସରକାରୀ ଜମି ଘରୋଇ ହେଲା କେମିତି? ୩୭ ବର୍ଷ ଧରି ପ୍ରଶାସନ କରୁଥିଲା କ’ଣ? October 24, 2026 | 2:53 PM