ଆଜି ଠୁ ‘କାଳିଆ’ ଯାଞ୍ଚ

ସତ୍ୟପାଠ ବ୍ୟୁରୋ : ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଫେରିବ ‘କାଳିଆ’ ଟଙ୍କା । କୃଷି ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । କୃଷି ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି ।

ଅଯୋଗ୍ୟ ହତାଧିକାରୀଙ୍କ ତାଲିକା ଯାଂଚ ହେବ । ଅଗଷ୍ଟ ୬ରୁ ୧୪ ତାରିଖ ଯାଏ ଯାଂଚ କରାଯିବ । ପଞ୍ଚାୟତ ସ୍ତରରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଅଯୋଗ୍ୟ ହିତାଧିକାରୀ ନିଜ ଆଡୁ ଆବେଦନ ଦେଇ ଟଙ୍କା ଫେରସ୍ତ କରିବାକୁ ନିବେଦନ କରାଯାଇଛି ।

Related Posts