କୋର୍ଟରେ କର୍ଣ୍ଣାଟକ ଶୁଣାଣୀ

ସତ୍ୟପାଠ ବ୍ୟୁରୋ : କର୍ଣ୍ଣାଟକ ରାଜନୀତିକୁ ନେଇ ସୁପ୍ରିମକୋର୍ଟ ଶୁଣାଣୀ କରିଛନ୍ତି । ନିର୍ଣ୍ଣାୟକ ନିଷ୍ପତି ନେବା ପାଇଁ ବାଚସ୍ପତିଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସାମ୍ବିଧାନିକ ନିୟମ ଅନୁଯାୟୀ ସୁବିକିଛି କରିବା ଓ କୋର୍ଟଙ୍କୁ ତାହା ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

 

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କୁମାର ସ୍ବାମୀ ସରକାର ଫ୍ଲୋର ଟେଷ୍ଟ ଦେବେ । ତେବେ ବିଦ୍ରୋହୀ ବିଧାୟକଙ୍କ ଉପରେ କିନ୍ତୁ ଫ୍ଲୋର ଟେଷ୍ଟ ନେଇ କୌଣସି ଚାପ ଦିଆଯାଇପାରିବ ନାହିଁ । ଇସ୍ତଫା ହେଉ କିମ୍ବା ଅଯୋଗ୍ୟ ଘୋଷଣା ନିଷ୍ପତ୍ତି ବାଚସ୍ପତିଙ୍କର ହେବ । ଗତକାଲି ମମାଲାର ଶୁଣାଣି ସମୟରେ ବିଦ୍ରୋହୀ ବିଧାୟକମାନେ ଇସ୍ତଫା ପତ୍ରକୁ ମଞ୍ଜୁର କରିବା ଲାଗି ପିଟିସନ ଦାଖଲ କରିଥିଲେ । ଏହା ସହିତ ଅଯୋଗ୍ୟତା ଘୋଷଣା ନେଇ ହୋଇଥିବା କାର‌୍ୟ୍ୟାନୁଷ୍ଠାନର ବିରୋଧ କରିଥିଲେ ।

Related Posts