ଭୁବନେଶ୍ବର: ଓପିଏସ ସ୍ତରରେ ହେଲା ବଡ ଧରଣର ଅଦଳବଦଳ । ରାଜ୍ୟ ସରକାର ୧୧ ଅଫିସରଙ୍କ ବଦଳି କରିଚନ୍ତି ।

ଠାକୁର ପ୍ରସାଦ ପାତ୍ରଙ୍କୁ ଭୁବନେଶ୍ୱର ଟ୍ରାଫିକ ଡିସିପି ଭାବେ ବଦଳି କରାଯାଇଛି । ସେ ପୂର୍ବରୁ ଗଞ୍ଜାମ ଅତିରିକ୍ତ ଏସପି ଭାବେ କାମ କରୁଥିଲେ ।