ରାଉରକେଲାରେ ବଡ଼ ଧରଣର ଜିଏସଟି ଠକେଇ: ସ୍ପଞ୍ଜ କାରଖାନା ଉପରେ ଚଢ଼ଉ

ରାଉରକେଲା : ପୁଣି ସାମ୍ନାକୁ ଆସିଛି ରାଉରକେଲାରେ ବଡ଼ ଧରଣର ଜିଏସଟି ଚଢ଼ଉ। କଟକ ଜିଏସଟି ବିଭାଗର ଏକ ସ୍ଵତନ୍ତ୍ର ଟିମ ଚଢ଼ଉ କରିଛି। ସିଭିଲ ଟାଉନସିପରେ ଥିବା ଗଣେଷ ମେଟାଲିକ ସ୍ପଞ୍ଜ କାରଖାନା କାର୍ଯ୍ୟାଳୟ ସହିତ ବାସି କଲୋନୀ ଏଲ/୧୪୬ରେ ରହୁଥିବା ଗଣେଷ ମେଟାଲିକ ସ୍ପଞ୍ଜ କାରଖାନାର କର୍ମଚାରୀ ଅଶୋକ ନାୟକଙ୍କ ଘରେ ଏହି ଚଢ଼ଉ କରାଯାଇଛି।

ଗଣେଷ ମେଟାଲିକ ସ୍ପଞ୍ଜ କାରଖାନା ଜିଏସଟି ଠକେଇ ଅଭିଯୋଗରେ ଜିଏସଟି କରିଥିବା ବେଳେ ଏହାର ଲିଙ୍କରେ ସମ୍ବଲପୁର ଆରିୟନ ଆଇରନ ଉପରେ ହୋଇଛି ଜିଏସଟି ଚଢ଼ଉ ହୋଇଛି।

Related Posts