ଆଜି ମିଳିବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆର୍ଡମିଟ୍‌ କାର୍ଡ

ସତ୍ୟପାଠ ବ୍ୟୁରୋ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଚଳିତ ମାସରେ ଅନୁଷ୍ଠିତ ହେବ । ଏଥିପାଇଁ ଛାତ୍ରଛାତ୍ରୀମାନେ ଆଜିଠାରୁ ଆଡ୍‌ମିଟ୍‌କାର୍ଡ ଡାଉନଲୋଡ଼୍‌ କରିପାରିବେ ।

ଚଳିତ ଜୁଲାଇ ୮ରୁ ୧୪ ଯାଏ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ହେବ । ରାଜ୍ୟର ୧୨୨ଟି କେନ୍ଦ୍ରରେ ପରୀକ୍ଷା ଦେବେ ୨୭ ହଜାର ୬୧୬ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେହିପରି ୫୫ଟି କେନ୍ଦ୍ରରେ ହେବ ରାଜ୍ୟ ଓପନ ସ୍କୁଲ ପରୀକ୍ଷା ହେବାକୁଥିବାବେଳେ ଏଥିପାଇଁ ୯ ହଜାର ୩୩ ଜଣ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି । www.bseodisha.ac.in ରୁ ଆଡ୍‌ମିଟ୍‌କାର୍ଡ ପାଇପାରିବେ

Related Posts