ବଢ଼ିଲା ଓମ୍‌ଫେଡ୍‌ କ୍ଷୀର ଦର, ଚିନ୍ତାରେ ଖାଉଟି

ବଢ଼ିଲା ଓମ୍‌ଫେଡ୍‌ କ୍ଷୀର ଦର । ଲିଟର ପିଛା ଟୋନଡ କ୍ଷୀରର ଦାମ ପୂର୍ବରୁ 34 ଟଙ୍କା ଥିବା ବେଳେ ଏବେ ତାହା 38 ଟଙ୍କା ହୋଇଛି । ସେହିଭଳି ପ୍ରିମିୟମ ଓ ଗୋଲ୍ଡ ପ୍ରିମିୟମ କ୍ଷୀରର ଦାମ 40ରୁ 44 ଟଙ୍କାକୁ ବୃଦ୍ଧି କରାଯାଇଛି । ଓମ୍‌ଫେଡ୍‌ କ୍ଷୀରଦର ବୃଦ୍ଧିକୁ ସ୍ବାଗତ କରିଛି ରାଜ୍ୟ ଦୁଗ୍ଧ ବ୍ୟବସାୟୀ ମହାସଂଘ । ଏବେ ଦୁଗ୍ଧ ଚାଷୀ ସର୍ବନିମ୍ନ ୨୨.୭୫ ଟଙ୍କା ଓ ସର୍ବାଧିକ ୨୯.୧୦ ଟଙ୍କା ପାଇବେ  ବୋଲି କହିଛି ସଂଘ ।

Related Posts