ବଗଲା ଧର୍ମଶାଳା ଜମି ପ୍ଳଟିଙ୍ଗ କରି ବିକ୍ରି କରିବା ସରକାରଙ୍କ ବିଶ୍ୱାସଘାତକତା ବିରୁଦ୍ଧରେ ବିକ୍ଷୋଭ

ସତ୍ୟପାଠ ବ୍ୟୁରୋ : ବଗଲାଧର୍ମଶାଳା ଜମି ପ୍ଲଟିଙ୍ଗ କରି ବିକ୍ରି କରିବା ସରକାରଙ୍କ ବିଶ୍ୱାସଘାତକତାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରଛିି ପୁରୀ ଯୁବ କଂଗ୍ରେସ । ଏଥିରେ ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ପୁରୀ ଜିଲ୍ଲା କଂଗ୍ରେସ ସାଂସଦ ପାର୍ଥୀ ସତ୍ୟ ପ୍ରକାଶ ନାୟକ ଓ ବରିଷ୍ଠ ନେତା ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ଅଖିଳ ଭାରତୀୟ କଂଗ୍ରେସ କମିଟି ସଭ୍ୟ ସୁଜିତ୍ ମହାପାତ୍ର ସମେତ ଅଜିତ ମଙ୍ଗରାଜ, ରାଜେଶ ମିଶ୍ର, ରାଜ୍ୟ ମିଡିଆ ସଂଯୋଜକ ଦୀପକ କୁମାର ମହାପାତ୍ର ଏବଂ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରେମଜିତ ମହାନ୍ତିଙ୍କ ନେତୃତ୍ଵରେ ଅମରେନ୍ଦ୍ର ପାଇକରାଏ, ସ୍ବାଧୀନ କୁମାର ପଣ୍ଡା, ରାଜରତନ ମହାପାତ୍ର, ସର୍ବେଶ୍ବର ସ୍ବାଇଁ, ବିଶ୍ବରଂଜନ ମହାପାତ୍ର, ବିଦୁଲତା ଆଚାର୍ଯ୍ୟ, ନିରୁପମା ପାତ୍ର, ସରସ୍ବତୀ ପାତ୍ର, ସତ୍ୟପ୍ରକାଶ ବରାଳ, ପଦ୍ମନାଭ ନାୟକ ପ୍ରମୁଖ ଉପସ୍ଥିତ ଥିବାବେଳେ ସ୍ମୃତିରଂଜନ ପତି, ସ୍ବାଧୀନ କୁମାର ପଣ୍ଡା, ବିଶ୍ବନାଥ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Related Posts