ବଜେଟରେ ଆଉ ସବୁ କଣ ବ୍ୟବସ୍ଥା କରାଯାଇଛି ପଢ଼ନ୍ତୁ

ବଜେଟରେ ବ୍ୟବସ୍ଥା :

ଖେଲୋ ଇଣ୍ଡିଆ ଯୋଜନା’ କୁ ବିସ୍ତାର କରାଯିବ ।
ପାଂଚବର୍ଷରେ ୯.୬ କୋଟି ଶୌଚାଳୟ ନିର୍ମାଣ କରାଯିବ ।
୯୫ପ୍ରତିଶତ ସହର ଖୋଲାରେ ମଳତ୍ୟାଗ କରିବାରୁ ମୁକ୍ତ ହୋଇଛି ।
ଷ୍ଟଡି ଇନ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ ହେବ ।
ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ପ୍ରତିଷ୍ଠା ହେବ ।
ସରକାର ନୂଆ ଶିକ୍ଷାନୀତି ଆଣିବେ ।
ସ୍କୁଲ ଓ କଲେଜରେ ହେବ ପରିବର୍ତ୍ତନ ।
ରାଜଘାଟରେ ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର ହେବ ।
ଏଭିଏସନ ଓ ମିଡିଆ ସେକ୍ଟରରେ ଅଧିକ ପୁଂଜି ନିବେଶ କରାଯିବ ।
୧ଲକ୍ଷ କିଲୋମିଟର ସଡକର ପୁନଃରୁଦ୍ଧାର ହେବ ।
୨୦୨୨ ସୁଦ୍ଧା ସବୁ ଗ୍ରାମୀଣ ପରିବାରକୁ ବିଜୁଳି ଓ ଗ୍ୟାସ ମିଳିବ ।

https://www.facebook.com/Satyapatha.in/videos/1549830405153363/

ଉଜ୍ୱଳା ଯୋଜନାରେ ୩୫ କୋଟି ଏଲଇଡି ବଲବ ବଂଟା ଯାଇଛି ।
ଏଲଇଡି ବଲ୍ବରୁ ୧୮ହଜାର କୋଟି ଟଙ୍କା ଅଧିକ ସଂଚୟ ହୋଇପାରିଛି ।
ଷ୍ଟାର୍ଟଅପ୍ ପାଇଁ ଦୂରଦର୍ଶନର ଚାନେଲ ।
ସରକାର ଶ୍ରମ ଆଇନକୁ କଡାକଡି କରିବ ।
୪ ସଂହିତାକୁ ବଂଟାଯିବ ଆଇନ ।

Related Posts