ଡ୍ୟାନ୍ସ ପ୍ଲସ୍‌ର ଏହି ଜଜ୍‌ଙ୍କୁ ବଲିଉଡରେ ମିଳିଲା ଏଣ୍ଟ୍ରି, ବରୁଣ ଧୱନଙ୍କ ସହ ପ୍ରଥମ ଫିଲ୍ମ

ଶକ୍ତି ମୋହନ ଫିଲ୍ମ abcd 3ରେ ଦେଖାଯିବେ । ଏହି ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅଛନ୍ତି ବରୁଣ ଧୱନ୍‌ । ଅଭିନେତ୍ରୀ ଶ୍ରଦ୍ଧା କାପୁର ବି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖାଯିବେ ।

ବରୁଣ ଧୱନଙ୍କ ଫିଲ୍ମ ABCD 3କୁ ନେଇ ଆଜିକାଲି ବି ଟାଉନ୍‌ରେ ଜୋରଦାର ଚର୍ଚ୍ଚା । ଲୋକପ୍ରିୟ ଟିଭି ଅଭିନେତ୍ରୀ ତଥା ଡ୍ୟାନ୍ସର ଶକ୍ତି ମୋହନ ରେମୋ ଡିସୁଜାଙ୍କ ଫିଲ୍ମ ‘ABCD 3’ ମାଧ୍ୟମରେ ବଲିଉଡ୍‌ ଡେବ୍ୟୁ କରିବାକୁ ଯାଉଛନ୍ତି । ଗୋଟିଏ ଇଣ୍ଟରଭ୍ୟୁରେ ସେ ଏହାକୁ ନେଇ ସୂଚନା ଦେଇଛନ୍ତି । ଫିଲ୍ମରେ ବରୁଣ ଧୱନ୍‌ ଲିଡ୍‌ ରୋଲ୍‌ରେ ଅଛନ୍ତି । ତାଙ୍କ ସହ ଅଭିନେତ୍ରୀ ଶ୍ରଦ୍ଧା କାପୁର ବି ସ୍କ୍ରିନ୍‌ ସେୟାର କରିବେ ।

Related Posts