ରାଜଧାନୀରେ ଲଜ୍ୟା: ପୂର୍ବତନ ଗୁଇନ୍ଦା ଅଧିକାରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ରାଜଧାନୀ ଦିଲ୍ଲୀ ରେ ଲଜ୍ୟା । ଜଣେ ପୂର୍ବତନ ଗୁଇନ୍ଦା ଅଧିକାରୀଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ଆସିଛି । ରାଜଧାନୀ ଦିଲ୍ଲୀରେ ଜଣେ ନାବାଳିକା ସହ ଏଭଳି ଜଘନ୍ୟ ଅପରାଧ କରିଛନ୍ତି ଏହି ପୂର୍ବତନ ଗୁଇନ୍ଦା ଅଧିକାରୀ ।

ସେହିପରି ଜଣେ ସରକାରୀ ଅଧିକାରୀଙ୍କ ସୂଚନା ଆଧାରରେ ଗୁଇନ୍ଦା ବିଭାଗର ଜଣେ ପୂର୍ବତନ ସବ୍‌ ଇନସ୍ପେକ୍ଟର ଏହି ଧର୍ତ୍ତବ୍ୟ କାମ କରିଥିବା କହିଛନ୍ତି । ତେବେ ଏହି ଅଭିଯୁକ୍ତ ଜଣକ ୧୭ ବର୍ଷୀୟା ନାବାଳିକାର ବାପାଙ୍କ ସାଙ୍ଗ ବୋଲି ଜଣାପଡିଛି। ପୋଲିସ ଅଭିଯୋଗ କୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି ।

Related Posts