ରାଜଧାନୀରେ ଚାଂଚଲ୍ୟ :ପଲିଥିନ୍‌ରୁ ମିଳିଲା ମଣିଷ କଙ୍କାଳ

0 309

ଭୁବନେଶ୍ବର: ପଲିଥିନ୍‌ରୁ ମିଳିଲା ମଣିଷ କଙ୍କାଳ । ଭୁବନେଶ୍ବ ନୟାପଲ୍ଲୀ IRC ଭିଲେଜ ହାଇସ୍କୁଲ ପଛପଟୁ ମିଳିଲା ମଣିଷ କଙ୍କାଳ ।ସୂଚନାଯୋଗ୍ୟ ଯେ,  ଭୁବନେଶ୍ବର ନୟାପଲ୍ଲୀ IRC ଭିଲେଜ ହାଇସ୍କୁଲ ପଛପଟୁ ପଲିଥିନରେ ମଣିଷ କଙ୍କାଳ ମିଳିଛି ।  ପାଞ୍ଚଟି ପଲିଥିନରେ ମଣିଷ କଙ୍କଳା ଫିଙ୍ଗା ଯାଇଥିବା  ସନ୍ଦେହ କରାଯାଉଛି । ସ୍ଥାନୀୟଲୋକେ ଖପୁରୀ ଦେଖି ପୋଲିସକୁ ଖବର ଦେଇଛନ୍ତି ।  କିଏ ଓ  କାହିଁକି ପଲିଥିନରେ କଙ୍କାଳ ଫିଙ୍ଗାକୁ ନେଇ ଭୟରେ ସ୍ଥାନୀୟ ବାସିନ୍ଦା ।

Leave A Reply

Your email address will not be published.