ଭୁବନେଶ୍ବର: ପଲିଥିନ୍ରୁ ମିଳିଲା ମଣିଷ କଙ୍କାଳ । ଭୁବନେଶ୍ବ ନୟାପଲ୍ଲୀ IRC ଭିଲେଜ ହାଇସ୍କୁଲ ପଛପଟୁ ମିଳିଲା ମଣିଷ କଙ୍କାଳ ।ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ନୟାପଲ୍ଲୀ IRC ଭିଲେଜ ହାଇସ୍କୁଲ ପଛପଟୁ ପଲିଥିନରେ ମଣିଷ କଙ୍କାଳ ମିଳିଛି । ପାଞ୍ଚଟି ପଲିଥିନରେ ମଣିଷ କଙ୍କଳା ଫିଙ୍ଗା ଯାଇଥିବା ସନ୍ଦେହ କରାଯାଉଛି । ସ୍ଥାନୀୟଲୋକେ ଖପୁରୀ ଦେଖି ପୋଲିସକୁ ଖବର ଦେଇଛନ୍ତି । କିଏ ଓ କାହିଁକି ପଲିଥିନରେ କଙ୍କାଳ ଫିଙ୍ଗାକୁ ନେଇ ଭୟରେ ସ୍ଥାନୀୟ ବାସିନ୍ଦା ।
Related Posts
-
Copyright © SatyaPatha2021