ହୀରାକୁଦରୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟା ଜଳ: ତଳ ମୁଣ୍ଡର ୧୨ଟି ଜିଲ୍ଲାକୁ ସତର୍କ ସୂଚନା

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାର ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି | ହୀରାକୁଦରୁ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯିବ ନେଇ ସୂଚନା ଦିଆଯାଇଛି | ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ଯାଜଳ ନଷ୍କାସନ ସକାଶେ ତଳ ମୁଣ୍ଡର ୧୨ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।

ତେବେ ମୌସୁମୀ ପାଖେଇ ଆସୁଥିବା ବେଳେ ଜୁନ ୧ରୁ ୩୧ ଅକ୍ଟୋବର ମଧ୍ଯରେ ଯେ କୌଣସି ମୂର୍ତ୍ତରେ ବନ୍ଯାଜଳ ଛଡାଯିବ ବୋଲି ଡ୍ଯାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଏହି ସମୟ ମଧ୍ଯରେ ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯିବା ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ କରାଯାଇଛି ।

Related Posts