ଶୂନ୍ୟକାଳରେ ଉଠିଲା ବେଦାନ୍ତ ପ୍ରସଙ୍ଗ; ଗୃହରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ, ବାଚସ୍ପତିଙ୍କ ରୁଲିଂ ପରେ ଗୃହ ସ୍ବାଭାବିକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଧାନସଭା ଶୂନ୍ୟକାଳରେ ଉଠିଲା ବେଦାନ୍ତ ପ୍ରସଙ୍ଗ । ଭୂଷଣ ଜମି ବେଦାନ୍ତକୁ ହସ୍ତାନ୍ତର କରିବା ପ୍ରସଙ୍ଗ ଉଠାଇ ବିଜେପି ସଦସ୍ୟଙ୍କ ଗୃହରେ ଫ୍ଲ-କାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ । ଏହାସହ ସରକାର ବିରୋଧୀ ସ୍ଲୋଗାନ ଦେଇ ନାରାବାଜି । ଗୃହ ୧୦ ମିନିଟ୍ ପାଇଁ ମୁଲତବୀ ରହିଥିଲା । ତେବେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିଜେପି ପକ୍ଷରୁ ଆସିଥିବା ପ୍ରସଙ୍ଗକୁ ଦୃଷ୍ଟି ଦେବାକୁ ସରକାରଙ୍କୁ ପରାମର୍ଶ ଦେଲେ ବାଚସ୍ପତି ।ବାଚସ୍ପତିଙ୍କ ରୁଲିଂ ପରେ ଗୃହ ସ୍ବାଭାବିକ । ମୁଲତବୀ ଆଲୋଚନା ଆରମ୍ଭ ହୋଇଛି ।

Related Posts