ସହିଦଙ୍କୁ ଅସମ୍ମାନ ପ୍ରସଙ୍ଗ, ତିନି ନିଲମ୍ବିତ

ସତ୍ୟପାଠ ବ୍ୟୁରୋ : ସହିଦ ଅଜିତ ସାହୁଙ୍କ ମରଶରୀର ଉପରେ ବିଜେଡି ପତାକା ପକାଇ ତିନି ନିଲମ୍ବିତ । ଦଳ ପକ୍ଷରୁ ତଦନ୍ତ କରାଯାଇ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏନେଇ ଦଳ ସାଧାରଣ ସଂପାଦକ ବିଜୟ କୁମାର ନାୟକ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । କଟକ ଜିଲ୍ଲାର ବିନୋଦ କୁମାର ମାଝି, ସନ୍ତୋଷ କୁମାର ସାହୁ ଓ ଗୋବର୍ଦ୍ଧନ ଦାସଙ୍କୁ ତୁରନ୍ତ ଦଳରୁ ନିଲମ୍ବନ କରାଯାଇଥିବା ସେ ସୂଚନା ଦେଇଛନ୍ତି ।

Related Posts