ବିଷ୍ଣୁ ନୁହେଁ ବୈଷ୍ଣବ ଉପାସନା

ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ପ୍ରାର୍ଥୀ ହେଲେ ଓଡିଶାର କଣ ବିକାଶ ହୋଇପାରିବ ? କାହିଁକି ନବୀନ ବାବୁ ଭାରତୀୟ ଜନତା ପାର୍ଟିର ଏଭଳି ପ୍ରସ୍ତାବକୁ ସମର୍ଥନ କଲେ ? କିଏ ଏବଂ କାହିଁକି ଖୋଲା ବୁଝାମଣା ପାଇଁ ଆଗେଇ ଆସିଲେ ? ନିର୍ବାଚନ ପରେ ଦୁଇଦଳ ଏଭଳି କରମର୍ଦ୍ଦନ ରାଜ୍ୟ ରାଜନୀତି ଉପରେ କି ପ୍ରଭାବ ପକାଇବ ? ଦେଖନ୍ତୁ ସତ୍ୟପାଠରେ ଏ ତମାମ୍ ପ୍ରଶ୍ନର ଉତ୍ତର….

Related Posts