Aug 1 ଶିବସେନା ନେତା ସଞ୍ଜୟ ରାଉତଙ୍କ ବଢିଲା ଅଡ଼ୁଆ, ସଞ୍ଜୟଙ୍କୁ ଅଗଷ୍ଟ ୪ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଲା ଇଡି August 1, 2022 | 5:46 PM00
Aug 1 ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବାକୁ ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯିବେ ଓଡ଼ିଶା ବିଧାନସଭାର ୨୬ ବିଧାୟକ August 1, 2022 | 5:33 PM00
Aug 1 ଦେଶରେ ମଙ୍କିପକ୍ସ ଯୋଗୁ ପ୍ରଥମ ମୃତ୍ୟୁ, ସମ୍ପର୍କରେ ଆସିଥିବା ୨୦ ଜଣ କ୍ବାରେଣ୍ଟାଇନରେ August 1, 2022 | 3:40 PM00
Aug 1 ବିଧାନସଭାରେ ଚିଟ୍ଫଣ୍ଡ ଝଡ; ଗୃହ ମଧ୍ୟଭାଗରେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି August 1, 2022 | 1:57 PM00
Aug 1 ସଞ୍ଜୟ ରାଉତଙ୍କୁ ନେଇ ଏକନାଥ ଶିନ୍ଦେଙ୍କ କଟାକ୍ଷ; “ସବୁଦିନ ସକାଳ ୮ରେ ବାଜୁଥିବା ପେଁକାଳି ଏବେ ବନ୍ଦ ହୋଇ ଯାଇଛି” August 1, 2022 | 1:43 PM00
Aug 1 ଶ୍ରୀଲଙ୍କା ଭଳି ଖୁବଶିଘ୍ର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିବେ ଭାରତର ସାଧାରଣ ଜନତା : ଅସଦୁଦ୍ଦିନ ଓଓ୍ୱେସି August 1, 2022 | 1:27 PM00
Aug 1 ବାରବାଟି କଟକ ବିଧାୟକ ମହମ୍ମଦ ମୋକିମଙ୍କ ଘରେ ରାଜ୍ୟପାଳ ଗଣେଶୀ ଲାଲ, କଟକ ସମସ୍ୟା ସମ୍ପର୍କରେ ଲିଖିତ ଭାବେ ଜଣାଇବାକୁ ମୋକିମଙ୍କୁ ରାଜ୍ୟପାଳଙ୍କ ପରାମର୍ଶ August 1, 2022 | 1:11 PM00
Jul 31 ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମ; ଅଗଷ୍ଟ ୨ରୁ ୧୫ ତାରିଖ ପର୍ଯ୍ୟନ୍ତ ଡିପିରେ ତ୍ରିରଙ୍ଗା ରଖିବାକୁ ମୋଦୀଙ୍କ ଆହ୍ୱାନ July 31, 2022 | 12:55 PM00
Jul 31 ପୁରୀରେ ଚରମସୀମାରେ ପହଞ୍ଚିଲା ଜମି କେଳେଙ୍କାରି; ମହାପ୍ରଭୁଙ୍କ ଅମୃତମଣୋହୀ ଜମିକୁ ମଧ୍ୟ ଛାଡ଼ିଲେନି ଜମି ମାଫିଆ July 31, 2022 | 11:34 AM00
Jul 31 ରାଜ୍ୟ ରାଜନୀତି ଫୋକସରେ ସମ୍ବଲପୁର ଜିଲ୍ଲା; ବିଜେଡି ଦେଲା ମନ୍ତ୍ରୀ ପଦ, ବିଜେପିର ବିରୋଧୀ ଦଳ ନେତା July 31, 2022 | 11:29 AM00
Jul 31 ଭୂକମ୍ପ ଝଟକା ରେ ଥରିଲା ନେପାଳ; ପ୍ରଭାବରେ ବିହାରର କେତେକ ଜିଲ୍ଲାରେ କମ୍ପନ, ରିକ୍ଟର ସ୍କେଲରେ ତୀବ୍ରତା ୫.୫ July 31, 2022 | 9:32 AM00
Jul 30 ଛତିଶଗଡରେ ଆରମ୍ଭ ହେଲା ଗୋ-ମୂତ୍ର କିଣିବା ଯୋଜନା, ପ୍ରଥମ ବିକ୍ରେତା ଭାବେ ଗୋମୂତ୍ର ବିକିଲେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ July 30, 2022 | 7:04 PM00
Jul 30 ନୂଆ ଅବକାରୀ ନୀତିକୁ ନେଇ ବିବାଦ ପରେ, ଦିଲ୍ଲୀରେ ଲାଗୁ ହେବ ପୁରୁଣା ଅବକାରୀ ନୀତି July 30, 2022 | 6:48 PM00
Jul 30 ରାଜ୍ୟରେ ମୋଟ ୧୮ ଲକ୍ଷ ୭୯ ହଜାର ୨୨୬ ମାମଲା ବିଚାରଧୀନ ରହିଛି : ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା July 30, 2022 | 6:21 PM00
Jul 30 ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ୩୦ ହଜାର କେଜିରୁ ଅଧିକ ଜବତ ହୋଇଥିବା ଡ୍ରଗ୍ସକୁ ନିଆଁ ଳଗାଇଲା ଏନସିବି July 30, 2022 | 6:08 PM00
Jul 30 ଗମ୍ଭୀର ଏବଂ ଜଘନ୍ୟ ଅପରାଧ ଗୁଡ଼ିକରେ ବୁଝାମଣା ଆଧାରରେ FIR ବନ୍ଦ କରାଯାଇ ପାରିବ ନାହିଁ : ସୁପ୍ରିମକୋର୍ଟ July 30, 2022 | 5:54 PM00
Jul 30 ବିଧାନସଭାରେ କଳିଙ୍ଗ ଷ୍ଟାଡିୟମ୍ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ପ୍ରଶଂସା କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ July 30, 2022 | 5:39 PM00