Jul 30 ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଲେ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ July 30, 2022 | 5:22 PM00
Jul 30 ମୋ ଇ-ରାଇଡ୍ ଯୋଜନାକୁ ବିରୋଧ; ଲୋୟର ପିଏମ୍ଜିରେ ସ୍ମାର୍ଟ ସିଟି ଅନ୍ଲାଇନ ଅଟୋ ଆସୋସିଏସନର ବିକ୍ଷୋଭ July 30, 2022 | 5:09 PM00
Jul 30 ରାଜ୍ୟରେ ଏମଆରପିଠାରୁ ଅଧିକ ଦରରେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି : ଅବକାରୀ ମନ୍ତ୍ରୀ ଅଶ୍ୱିନ ପାତ୍ର July 30, 2022 | 4:47 PM00
Jul 30 ଚାରିଆଡୁ ସମାଲୋଚନା ପରେ ନିଜ ମନ୍ତବ୍ୟକୁ ନେଇ ସ୍ପଷ୍ଟୀକରଣ ଦେଲେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ July 30, 2022 | 4:31 PM00
Jul 30 ୨୦୨୪ ନିର୍ବାଚନରେ ୧୪୭ ବିଧାୟକ ଓ ୨୧ ସାଂସଦ ପଦ ହାତେଇବ ବିଜେଡି : ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ July 30, 2022 | 4:21 PM00
Jul 30 ଅଗଷ୍ଟ ୧ରେ ରାଜ୍ୟରେ ନିଯୁକ୍ତି ପାଇବେ ୬୮୯୧ ଶିକ୍ଷକ; କଳିଙ୍ଗ ଷ୍ଟାଡିୟମରେ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ July 30, 2022 | 3:23 PM00
Jul 30 କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପମାନ କରିଛନ୍ତି : ଅଧିର ରଞ୍ଜନ ଚୌଧୁରୀ July 30, 2022 | 3:12 PM00
Jul 30 ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଝଟ୍କା; ୩କୋଟି ୯୨ଲକ୍ଷ ୨୦ହଜାର ଟଙ୍କାର ସମ୍ପତ୍ତି ଜବତ କଲା ଇଡି July 30, 2022 | 2:56 PM00
Jul 30 ବିଧାନସଭାରେ ଉଠିଲା ବିଧାୟକମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ; ଦରମା ବୃଦ୍ଧି ଦାବି କଲେ ସମସ୍ତ ଦଳର ବିଧାୟକ July 30, 2022 | 1:57 PM00
Jul 30 ଜମ୍ମୁ-କଶ୍ମୀର; ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ଆତଙ୍କବାଦୀ ନିହତ July 30, 2022 | 1:42 PM00
Jul 30 ମହାରାଷ୍ଟ୍ର ରାଜ୍ୟପାଳଙ୍କ ବିବାଦୀୟ ମନ୍ତବ୍ୟ ନେଇ ରାଜ ଠାକରେଙ୍କ ପ୍ରତିକ୍ରିୟା; “ମରାଠୀ ଲୋକଙ୍କୁ ବୋକା ବନାନ୍ତୁ ନାହିଁ” July 30, 2022 | 1:34 PM00
Jul 30 ମହାରାଷ୍ଟ୍ର ରାଜ୍ୟପାଳଙ୍କ ବିବାଦୀୟ ମନ୍ତବ୍ୟ; ରାଜ୍ୟପାଳ କୋଶିୟାରୀ ଓ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଉପରେ ବର୍ଷିଲେ ସଞ୍ଜୟ ରାଉତ July 30, 2022 | 1:15 PM00
Jul 30 ଗୁଜରାଟୀ ଓ ରାଜସ୍ଥାନୀମାନଙ୍କୁ ତଡ଼ି ଦିଆଗଲେ ମହାରାଷ୍ଟ୍ର ଅର୍ଥଶୂନ୍ୟ ହୋଇଯିବ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ July 30, 2022 | 1:04 PM00
Jul 30 ରାଜ୍ୟରେ ମଙ୍କିପକ୍ସ ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୪.୩୦ରେ ବସିବ ଉଚ୍ଚସ୍ତରୀୟ ବୈଠକ July 30, 2022 | 12:42 PM00
Jul 30 ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ; ଉଭୟ ପକ୍ଷରୁ ଗୁଳିବିନିମୟ ଜାରି July 30, 2022 | 12:22 PM00
Jul 30 ରାଜ୍ୟଗୋଷ୍ଠୀ କ୍ରୀଡା; ପ୍ରଥମ ମ୍ୟାଚରେ ଘାନାକୁ ୫-୦ ଗୋଲରେ ହରାଇ ବିଜୟ ସହ ଅଭିଯାନ ଆରମ୍ଭ କଲା ଭାରତୀୟ ମହିଳା ହକି ଟିମ July 30, 2022 | 12:13 PM00
Jul 30 ବହୁ ବାଦବିବାଦ ପରେ ଜ୍ୟୋତିବିହାର କ୍ୟାମ୍ପସ୍ ଛାଡ଼ି ଦିଲ୍ଲୀ ଗଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ସଂଜୀବ ମିତ୍ତଲ July 30, 2022 | 11:56 AM00
Jul 30 ସିନ୍ଦେ-ଦେବେନ୍ଦ୍ରଙ୍କୁ ଶରଦ ପାୱାରଙ୍କ ଟାର୍ଗେଟ; ରାଜ୍ୟରେ ଦୁଇଜଣଙ୍କ ସରକାର ଦୁଇ ଅଲଗା ଅଲଗା ଦିଗରେ ଚାଲିଛି July 30, 2022 | 11:34 AM00