![](https://www.satyapatha.com/wp-content/uploads/2021/04/who.png)
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :ଦେଶରେ କରୋନା ସ୍ଥିତି ଉଦବେଗ ଜନକ ଥିଲା ବେଳ ହୁ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନୋମ ଶୁକ୍ରବାର ଦିନ ଭାରତରେ ବଢୁଥିବା କରୋନା ସଂକ୍ରମଣ ଉପରେ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଭାରତରେ କରୋନା ପରିସ୍ଥିତି ଭୟାନକ ହେବାରେ ଲାଗିଛି । ଶନିବାର ଦିନ ଭାରତରେ ଦିନକୁ 3,46,786 ମାମଲା ରିପୋର୍ଟ ଚିହ୍ନଟ ହୋଇଛି ।, ଯାହା ଏପର୍ଯ୍ୟନ୍ତ ବିଶ୍ବ ର ସବୁଠୁ ସର୍ବାଧିକ ଦୈନିକ ଚିହ୍ନଟ ହୋଇଛି । ଭାରତ ମଧ୍ୟ ଗୋଟିଏ ଦିନରେ (2,624) ସର୍ବାଧିକ କରୋନା ଜନିତ ମୃତ୍ୟୁ ରେକର୍ଡ ହୋଇଛି |