ସମ୍ବଲପୁର ଗୁଟଖା ତିଆରି କାରଖାନାରେ ଅଗ୍ନିକାଣ୍ତରେ ତେର ଶ୍ରମିକ ଗୁରୁତର ଜଣେ ମୃତ

ସତ୍ୟପାଠ 26/12 ସମ୍ୱଲପୁର: ସମ୍ବଲପୁର ଗୁଟଖା ତିଆରି କାରଖାନାରେ ଅଗ୍ନିକାଣ୍ତ । ଅଗ୍ନିକାଣ୍ଡରେ ଗୁରୁତର ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ୧୩ ଜଣ ଶ୍ରମିକ ଅତି ଗୁରୁତର ଥିବାରୁ ସେମାନଙ୍କୁ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଛି । ମୃତ ଶ୍ରମିକ ରାମ ରାଜ ବୋଲି ଜଣାପଡିଛି । ସେ ଶତ ପ୍ରତିଶତ ପୋଡ଼ି ଯାଇଥିଲେ । ରାଉରକେଲା ଆଇଜିଏଚରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

Related Posts