Jun 28 ସଫଳ ଭାବେ ମେରୁଦଣ୍ଡ ଅସ୍ତ୍ରୋପଚାର କରି ଡାକ୍ତରଖାନାରୁ ଘରକୁ ଫେରିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ June 28, 2022 | 3:52 PM00
Jun 28 ଦ୍ବିତୀୟ ଥର ପାଇଁ ଶିବସେନା ସାଂସଦ ସଞ୍ଜୟ ରାୱତଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ June 28, 2022 | 3:46 PM00
Jun 28 ରଥଯାତ୍ରା ପ୍ରସ୍ତୁତି: ଅସୁସ୍ଥ ଶ୍ରଦ୍ଧାଳୁଙ୍କ ପାଇଁ ଗ୍ରୀନ୍ କରିଡର ବ୍ୟବସ୍ଥା, ବିନା ବାଧାରେ ପହଞ୍ଚିବେ ଡାକ୍ତରଖାନା June 28, 2022 | 3:26 PM00
Jun 28 ଜର୍ମାନୀରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ୟୁକ୍ରେନ୍କୁ ପାରୁପର୍ଯ୍ୟନ୍ତ ସହଯୋଗ ଯୋଗାଇବା ନେଇ ସହମତିରେ ମତପ୍ରକାଶ June 28, 2022 | 3:19 PM00
Jun 28 ରୁଷ-ୟୁକ୍ରେନ ଯୁଦ୍ଧ: ପୂର୍ବ-ୟୁକ୍ରେନ୍ର ଏକ ଜନଗହଳିପୂର୍ଣ୍ଣ ସପିଂ ମଲ୍ ଉପରେ ଭୟଙ୍କର ମିଜାଇଲ୍ ମାଡ଼ କଲା ରୁଷ, 16 ମୃତ, ଅନେକ ଆହତ June 28, 2022 | 10:31 AM00
Jun 28 ମହାରାଷ୍ଟ୍ର ରାଜନୈତିକ ସଙ୍କଟ; ବିଦ୍ରୋହୀ ବିଧାୟକଙ୍କୁ ‘ଚଳନ୍ତା ଶବ’ ବୋଲି ସମ୍ବୋଧନ କଲେ ଶିବସେନାର ସାଂସଦ ସଞ୍ଜୟ ରାଉତ June 28, 2022 | 10:25 AM00
Jun 28 ଆଜି ଘରୋଇ ଆୟର୍ଲାଣ୍ଡ ଓ ଭାରତ ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମୁକାବିଲା: ବିଜୟ ସହ ସିରିଜ ମୂଳପୋଛ କରିବାକୁ ଭାରତୀୟ ଦଳର ଲକ୍ଷ୍ୟ June 28, 2022 | 9:57 AM00
Jun 28 ଠକ୍ ସୁକେଶ ଚନ୍ଦ୍ରଶେଖର ମାମଲାରେ ପୁଣି ଥରେ ଜେରାର ସମ୍ମୁଖୀନ ହେଲେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ June 28, 2022 | 9:45 AM00
Jun 28 ଦୀର୍ଘ ୧୪ ଦିନ ଧରି ଚାଲିଥିବା ବ୍ରହ୍ମଗିରିରେ ଅଲାରନାଥଙ୍କ ଅନବସରର ଆଜି ଶେଷ ଦର୍ଶନ June 28, 2022 | 9:41 AM00
Jun 27 ରଥଯାତ୍ରା ପ୍ରସ୍ତୁତି: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ June 27, 2022 | 8:30 PM00