Jul 25 ରାଷ୍ଟ୍ରପତି ରୂପେ ଶପଥ ନେବାପରେ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ୍ July 25, 2022 | 5:16 PM00
Jul 25 ରାଜ୍ୟରେ ମୌସୁମୀ ସକ୍ରିୟ; ପ୍ରବଳ ବର୍ଷା ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ୨୮ରୁ ବର୍ଷା କମିବାନେଇ ପାଣିପାଗ ବିଭାଗର ସୂଚନା July 25, 2022 | 5:07 PM00
Jul 25 ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଓଡ଼ିଶା ବିଧାନସଭାରେ ଆସିବ ସଂକଳ୍ପ ପ୍ରସ୍ତାବ : ବାଚସ୍ପତି ବିକ୍ରମ କେଶରୀ ଆରୁଖ July 25, 2022 | 4:36 PM00
Jul 25 ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଅଗଷ୍ଟ ୯ରୁ ପ୍ରତି ଜିଲ୍ଲାରେ ୭୫କି.ମି. ପଦଯାତ୍ରା କରିବ କଂଗ୍ରେସ July 25, 2022 | 4:25 PM00
Jul 25 ମଙ୍କିପକ୍ସକୁ ନେଇ ସରକାର ପ୍ରସ୍ତୁତ ଅଛନ୍ତି ସର୍ଭେଲାନ୍ସ ବଢ଼ାଯିବା ସହ ବେଡ ପ୍ରସ୍ତୁତ ରଖିବାକୁ କୁହାଯାଇଛି : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର July 25, 2022 | 4:17 PM00
Jul 25 ମେହେବୁବା ମୁଫତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଟାର୍ଗେଟ କରିବା ପରେ, ମୁଫତିଙ୍କୁ ଜବାବ୍ ଦେଲା ବିଜେପି July 25, 2022 | 4:09 PM00
Jul 25 ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୧୨ଟି ନୂଆ ଇସ୍ପାତ କାରଖାନା : ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ July 25, 2022 | 3:42 PM00
Jul 25 ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର; ଭାଙ୍ଗିବ ରାଜଧାନୀର ୟୁନିଟ-୨ରେ ଥିବା ୪୧୦ଟି ସରକାରୀ କ୍ୱାର୍ଟର July 25, 2022 | 3:15 PM00
Jul 25 ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ଗାଡ଼ି ଉପରକୁ ଯୁବକଙ୍କ ପଥର ମାଡ଼, ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ July 25, 2022 | 3:07 PM00
Jul 25 ଅଭିଯୋଗ ଶୁଣାଣି ବେଳେ ଜିଲ୍ଲାପାଳ ଓ ଏସ୍ପିଙ୍କ ସମ୍ମୁଖରେ ବିଷ ପିଇଦେଲେ ଦିବ୍ୟାଙ୍ଗ ଯୁବକ July 25, 2022 | 2:52 PM00
Jul 25 ରାଜ୍ୟରେ ଏଯାଏ ‘ମଙ୍କିପକ୍ସ’ ମାମଲା ଚିହ୍ନଟ ହୋଇନାହିଁ, ସମସ୍ତ ସ୍ଥିତି ଉପରେ ନଜର ରଖାଯାଇଛି : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ July 25, 2022 | 2:35 PM00
Jul 25 ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ସୁପ୍ରିମକୋର୍ଟ July 25, 2022 | 2:25 PM00
Jul 25 ଆଧାର ଓ ଭୋଟର ପରିଚୟପତ୍ରକୁ ଲିଙ୍କକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ଘଟଣା; ମାମଲାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିକଟକୁ ନେବା ପାଇଁ କହିଲେ ସୁପ୍ରିମକୋର୍ଟ July 25, 2022 | 1:55 PM00
Jul 25 ପ୍ରକୃତ ଶିବସେନା କାହାର ? ନିର୍ବାଚନ କମିଶନଙ୍କ ନୋଟିସକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କଲେ ଉଦ୍ଧବ ଠାକରେ July 25, 2022 | 1:47 PM00
Jul 25 ସରକାରୀ ସମ୍ପତ୍ତିକୁ ଘରୋଇ କମ୍ପାନି ବ୍ୟାଜ୍ୟାପ୍ତି କରିବା ଘଟଣା; ବିଧାନସଭାରେ ଶାସକ ବିରୋଧୀ ମୁହାଁ ମୁହିଁ July 25, 2022 | 1:37 PM00
Jul 25 ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମେହବୁବା ମୁଫତିଙ୍କ ଟାର୍ଗେଟ; “କୋବିନ୍ଦ ସର୍ବଦା ଭାଜପାର ରାଜନୈତିକ ଏଜେଣ୍ଡା ପୂରଣ କରିଛନ୍ତି” July 25, 2022 | 12:57 PM00