ମମିତା ମିଷ୍ଟ୍ରି: ନବୀନ ନିବାସ ସମ୍ମୁଖରେ କଳା ପତାକା ପ୍ରଦର୍ଶନ କଲେ ଯୁବ କଂଗ୍ରେସ କର୍ମୀ

ଭୁବନେଶ୍ୱର: ନବୀନ ନିବାସ ସମ୍ମୁଖରେ କଳା ପତାକା ପ୍ରଦର୍ଶନ । ମମିତା ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ରହିଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ଦେଖି ଯୁବ କଂଗ୍ରେସ ପକ୍ଷରୁ ନବୀନ ନିବାସ ସମ୍ମୁଖରେ କଳା ପାତାକା ପ୍ରଦର୍ଶନ କରିଛନ୍ତି କର୍ମୀ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ରହିଥିବା ନେଇ ବାରମ୍ବାର ବିରୋଧୀମାନେ ଯୁକ୍ତି ଉପସ୍ଥାପନ କରିଥିଲେ ସୁଦ୍ଧା ଏଦିଗରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଜିରୋକୁ ନେଇ ବିରୋଧୀମାନେ ତାତିଛନ୍ତି ।

Related Posts