ହର୍ମୁଜ୍ ପ୍ରଣାଳୀ ଉପରେ ଆମର ଚାପ ରହିବ: ଆରାଘଚି ସେବା ଶୁଳ୍କ ଆଦାୟ କରିବ ଇରାନ!
ଆମେରିକା ଏବଂ ଇରାନ ମଧ୍ୟରେ ଘନ ଘନ ଆକ୍ରମଣ ଭିତରେ କଡ଼ା ଚେତାବନୀ ଦେଇଛି ଇରାନ। ହର୍ମୁଜ୍ ପ୍ରଣାଳୀ ଉପରେ ସର୍ବଦା ଆମର ଚାପ ରହିବ ବୋଲି ଦୃଢ଼ୋକ୍ତି ଦେଇଛି ଇରାନ। ହର୍ମୁଜ ପ୍ରଣାଳୀ ଉପରେ ଇରାନ ସେବା ଶୁଳ୍କ ଆଦାୟ କରିବ।
