ଆମେରିକାର କଡ଼ା ଚେତାବନୀ : ଇରାନ ସହିତ ସମ୍ପର୍କ ଛିନ୍ନ କର
ଇରାନ ବିରୋଧରେ ଆମେରିକାର ବଡ଼ ଷଡ଼ଯନ୍ତ୍ର। ଏକ ବିଶାଳ ଏବଂ କଠୋର ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିବନ୍ଧକ ଅଭିଯାନ ଆରମ୍ଭ କରିଛି। ଆମେରିକା ସରକାର ବିଶ୍ୱର ସମସ୍ତ ଦେଶମାନଙ୍କୁ ଇରାନ ସହିତ ସମସ୍ତ ବାଣିଜ୍ୟ ସମ୍ପର୍କ ତୁରନ୍ତ ଶେଷ କରିବାକୁ କଠୋର ଚେତାବନୀ ଦେଇଛନ୍ତି। ୱାସିଂଟନ୍ ସମସ୍ତ ବାଣିଜ୍ୟିକ ଅଂଶୀଦାର ଏବଂ କମ୍ପାନିଗୁଡ଼ିକୁ ଇରାନ ସହିତ ସେମାନଙ୍କ ସମ୍ପର୍କ ସମାପ୍ତ କରିବା
