ଭାରତ ଆସିବେନି ବାଂଲାଦେଶ ପ୍ରଧାନମନ୍ତ୍ରୀ, ବ୍ରିକ୍ସ ନିମନ୍ତ୍ରଣକୁ ନେଇ ନୂଆ ବିବାଦ
ଆସନ୍ତା ୧୨ ତାରିଖରୁ ଭାରତରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନ ଯୋଗଦେବେ ନାହିଁ । ତାରିକ ଭାରତ ଗସ୍ତ କରିବେ ନାହିଁ ବୋଲି ବାଂଲାଦେଶର ବିଦେଶ ରାଷ୍ଟ୍ର ମନ୍ତ୍ରୀ ହୁମାୟୁନ କବୀର କହିଛନ୍ତି ।
