ରେଭ୍ ପାର୍ଟିରେ ଗୁଳିକାଣ୍ଡ: ଜଣଙ୍କ ମୃତ୍ୟୁ, ୫ ଗୁରୁତର
ଆରୋ(ସତ୍ୟପାଠବ୍ୟୁରୋ) :ସୁଇଜରଲ୍ୟାଣ୍ଡର ଜୁରିକ୍ ର ଉତ୍ତରାଞ୍ଚଳରେ ଥିବା ଆରୋ ସହରରେ ଆୟୋଜିତ ଏକ ରେଭ…
ଆରୋ(ସତ୍ୟପାଠବ୍ୟୁରୋ) :ସୁଇଜରଲ୍ୟାଣ୍ଡର ଜୁରିକ୍ ର ଉତ୍ତରାଞ୍ଚଳରେ ଥିବା ଆରୋ ସହରରେ ଆୟୋଜିତ ଏକ ରେଭ…
କାଠମାଣ୍ଡୁ(ସତ୍ୟପାଠବ୍ୟୁରୋ): ନେପାଳ-ତିବ୍ଦତ ସୀମାନ୍ତ ଅଞ୍ଚଳରେ ଘଟିଥିବା ପ୍ରଳୟଙ୍କରୀ ଆକସ୍ମିକ ବନ…
ବିକଶିତ ହେବା ପାଇଁ ଭାରତକୁ ନିଶାମୁକ୍ତ ରହିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କୀ ବାତ କାର୍ଯ୍ୟକ୍ରମର ୧୩୭ ସଂସ୍କରଣରେ ଦେଶର ଯୁବବର୍ଗଙ୍କୁ ଆହ୍ବାନ ଦେଇଛନ୍ତି। ଦେଶର ଭବିଷ୍ୟତକୁ ରକ୍ଷା କରିବା ସରକାରଙ୍କ ସଂକଳ୍ପ।
ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ପେଟ୍ରୋଲରେ ଇଥାନଲ୍ ମିଶ୍ରଣ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣ…
ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି) ପରିଷଦର ୫୭ତମ ବୈଠକ ଆସନ୍ତା ସେ…
କାଠମାଣ୍ଡୁ(ସତ୍ୟପାଠବ୍ୟୁରୋ): ପ୍ରଳୟଙ୍କାରୀ ବନ୍ୟା ନେପାଳରେ ବଜାର, ସ୍କୁଲ, ଘର, ରାସ୍ତା, ପାଓ୍ବାର…
କୁଶୀନଗର(ସତ୍ୟପାଠବ୍ୟୁରୋ): ନେପାଳ ବନ୍ୟା ବିଭୀଷିକାର ପ୍ରଭାବ ଏବେ ଭାରତ-ନେପାଳ ବାଣିଜ୍ୟ ଉପରେ ପ…
ନେପାଳରେ ଭୟଙ୍କର ବନ୍ୟା ପରେ ନିଖୋଜ ଲୋକଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିରେ ସହଯୋଗ କରିବାକୁ ଭାରତ, ଚୀନ, ଆମେରିକା ସମେତ ବିଭିନ୍ନ ଦେଶ ପକ୍ଷରୁ ଦିଆଯାଇଥିବା ହେଲିକପ୍ଟର ଓ ପ୍ରଶିକ୍ଷିତ ଉଦ୍ଧାରକାରୀ ଦଳର ସହାୟତା ନେବାକୁ ନେପାଳ ସରକାର ମନା କରିଦେଇଛନ୍ତି।
ଭାରତୀୟ ଜାଭ୍ଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍ ଫାଇନାଲ୍କୁ ଲାଗି ନିଜ ସ୍ଥାନ ପକ୍କା କରିଛନ୍ତି। ଡାଇମଣ୍ଡ ଲିଗ୍ ଫାଇନାଲ୍ ଆସନ୍ତା ମାସ ୪ ଓ ୫ ତାରିଖରେ ବ୍ରସେଲ୍ସରେ ଅନୁଷ୍ଠିତ ହେବ। ୨ ଥରର ଅଲିମ୍ପିକ୍ସ ପଦକ ବିଜେତା ନୀରଜ ଚଳିତ ଋତୁରେ ୨ ଡାଇମଣ୍ଡ ଲିଗ୍ରେ ଅଂଶଗ୍ରହଣ କରିଛନ୍ତି। ଦୋହାରେ ଜୁନ୍ ୧୯ ତାରିଖରେ ଆୟୋଜିତ ପ୍ରତିଯୋଗିତାରେ ସେ ୮୫.୬୯ ମିଟର ଜାଭ୍ଲିନ୍ ଫିଙ୍ଗି ଚତୁର୍ଥ ସ୍ଥାନରେ ରହିଥିଲେ
ନେପାଳ ବନ୍ୟା ବିଭୀଷିକାରେ ସବୁ କିଛି ଛାରଖାର ହୋଇଯାଇଛି। ମାଟି ତଳୁ ଖୋଜୁଛନ୍ତି ପରିଜନଙ୍କ ମୃତଦେହ। ଧୀରେ ଧୀରେ ମୃତ୍ୟୁସଂଖ୍ୟା ବଢ଼ି ଚାଲିଥିବାବେଳେ ଆହୁରି ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଜଳ ପ୍ରଳୟ ଓ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୪୬୯ରେ ପହଞ୍ଚିଥିବା ବେଳେ ପ୍ରାୟ ୧୫ ଶହ ଲୋକ ଏବେ ବି ନିଖୋଜ ଅଛନ୍ତି ।
ନିମିଷକ ମଧ୍ୟରେ ସବୁକିଛି ନଷ୍ଟ ହୋଇ ମାଟିରେ ମିଶି ଯାଇଛି । ଭୟଙ୍କର ଜଳ ପ୍ରଳୟ ପରେ ଏବେ ସମଗ୍ର ନେପାଳରେ ଶ୍ମଶାନର ନୀରବତା ଛାଇଯାଇଛି । ସହର, ଗାଁ, ରାସ୍ତାଘାଟ ସବୁକିଛି ପଙ୍କକାଦୁଅର ବହଳ ଆସ୍ତରଣ ତଳେ ପୋତି ହୋଇଯାଇଛି । ଶହ ଶହ ବହୁତଳ କୋଠା ଓ ଯାନବାହନ ଭୂମିସାତ୍ ହୋଇଥିବା ବେଳେ ଲୋକମାନେ ନିଜ ସମ୍ପର୍କୀୟ ଓ ଘରଦ୍ୱାରକୁ ଖୋଜୁଛନ୍ତି ।
ଗଞ୍ଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗୋଳାବନ୍ଧ ବିସ୍ଥାପିତଙ୍କ ପାଇଁ ୪ ଦଶନ୍ଧିର ଅପେକ୍ଷାର ଅନ୍ତ ଘଟିଛି।
ନେପାଳରେ ଜଳପ୍ରଳୟ ଭୂମିକମ୍ପ ଯୋଗୁଁ ନୁହେଁ, ବରଂ ହିମବାହ ଭାଙ୍ଗିବା ଯୋଗୁ ହୋଇଥିବା ସୂଚନା ମିଳିଛି। ଏନେଇ ଆମେରିକା ଭୂତତ୍ତ୍ୱ ସର୍ଭେ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତିବ୍ଦତରେ ଏକ ହିମଖଣ୍ଡ ଭାଙ୍ଗିବା ପରେ ନେପାଳରେ ଏହି ପ୍ରଳୟଙ୍କର ବନ୍ୟା ହୋଇଥିବା ବିବେଚନା କରାଯାଉଛି।
ନୂଆଦିଲ୍ଲୀ,(ସତ୍ୟପାଠବ୍ୟୁରୋ): ପ୍ରକୃତିର ତାଣ୍ଡବରେ ନୟାନ୍ତ ନେପାଳ। ଭୟଙ୍କର ବନ୍ୟା ଯୋଗୁ ଭାଙ୍ଗିଯ…
ନେପାଳରେ ଭୟଙ୍କର ବନ୍ୟା ଆସିଛି। ଏହି ବନ୍ୟାରେ ୫ଟି ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ଧୋଇ ଯାଇଛି । ରସୁୱା ଜିଲ୍ଲାର ତିମୁର ଏବଂ ସ୍ୟାଫ୍ରୁବେସିରେ ହଠାତ୍ ବନ୍ୟା ଆସି ତାଣ୍ଡବ ରଚିଛି।
ଇରାନ ବିରୋଧରେ ଆମେରିକାର ବଡ଼ ଷଡ଼ଯନ୍ତ୍ର। ଏକ ବିଶାଳ ଏବଂ କଠୋର ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିବନ୍ଧକ ଅଭିଯାନ ଆରମ୍ଭ କରିଛି। ଆମେରିକା ସରକାର ବିଶ୍ୱର ସମସ୍ତ ଦେଶମାନଙ୍କୁ ଇରାନ ସହିତ ସମସ୍ତ ବାଣିଜ୍ୟ ସମ୍ପର୍କ ତୁରନ୍ତ ଶେଷ କରିବାକୁ କଠୋର ଚେତାବନୀ ଦେଇଛନ୍ତି। ୱାସିଂଟନ୍ ସମସ୍ତ ବାଣିଜ୍ୟିକ ଅଂଶୀଦାର ଏବଂ କମ୍ପାନିଗୁଡ଼ିକୁ ଇରାନ ସହିତ ସେମାନଙ୍କ ସମ୍ପର୍କ ସମାପ୍ତ କରିବା
ଇରାନ ଓ ଆମେରିକା ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଯୋଗୁ ଦେଖାଦେଇଥିବା ସଙ୍କଟ ଏବେ ସାରା ବିଶ୍ବ ଭୋଗୁଛି। ଆମେରିକା କେତେବେଳେ ଇରାନକୁ ଧମକାଉଛି ତ ଆଉ କେତେବେଳେ ଆମେରିକାକୁ ନାଲି ଆଖି ଦେଖାଉଛି ଇରାନ। ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା କମିବାର କୌଣସି ସଙ୍କେତ ଦେଖାଯାଉ ନାହିଁ।
ଢାକା(ସତ୍ୟପାଠବ୍ୟୁରୋ) : ବାଂଲାଦେଶର ରଙ୍ଗପୁରରେ ଏକ ହିନ୍ଦୁ ପରିବାରର ୪ ଜଣଙ୍କୁ ହତ୍ୟା ଘଟଣାକୁ ନେ…