ବିଜେପି ନିଜେ ଫାଇଲ୍ ନ ଖୋଜି କେବଳ ରାଜନୈତିକ ଡ୍ରାମା କରୁଛି, ସବୁ ମନଗଢ଼ା କଥା: ଲେଲିନ ମହାନ୍ତି
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ରାଜ୍ୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କମିସନ ରିପୋର୍ଟ ହଜିବା ପ୍ରସଙ୍ଗକୁ…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ରାଜ୍ୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କମିସନ ରିପୋର୍ଟ ହଜିବା ପ୍ରସଙ୍ଗକୁ…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ପରାଜୟ ପରେ …
ବିଦେଶରେ ନିଜ କଳା ଫୁଟାଇଲେ ଆଦିବାସୀ ପିଲା। ଏସିଆ ମହାଦେଶର ରୋମାନିଆରେ ଚମକିଲେ ମାଲକାନଗିରିର ୨ ଆଦିବାସୀ କଳାକାର। ବିଶ୍ବ ସେକ୍ସପିୟର ଫେଷ୍ଟିଭାଲରେ ସାନ୍ତାଳି ଭାଷାରେ ନାଟକ ମଞ୍ଚସ୍ଥ କରି ପ୍ରଶଂସା ସାଉଣ୍ଟିଲେ ସ୍ବାଭିମାନ ଅଞ୍ଚଳର ସୁନା ଝିଅ ରଶ୍ମିତା ତାମରାବି ଏବଂ ଖଇରପୁଟ ବ୍ଲକ ଅରଙ୍ଗି ଗାଁର ଅନନ୍ତ ଆଙ୍ଗ୍ରା।
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନକୁ ଉଡ଼ାଣ ଭରିବାର କିଛ…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟସଭା ନିର୍ବାଚନ ପାଇଁ ମୀନାକ୍ଷୀ ପ୍ରାର୍ଥୀପତ୍ର ନାକଚ କରାଯିବା…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ନିର୍ବାଚନ ହାରିବା ପରେ ଜଣେ ପରେ ଜ…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୁରକ୍ଷା ହଟାଯିବା ପରେ ନିଜ ସୁରକ୍ଷା ପାଇଁ ପାଖରେ ଏୟାରଗନ୍ ରଖିଲେ…
ଭୁବନେଶ୍ବର() ଆଜି ମୋହନ ସରକାର ଶାସନକୁ ୨ ବର୍ଷ ପୁରିଛି। ୨ ବର୍ଷର ଅଭିଜ୍ଞତା ସହ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋହନ ଚରଣ ମାଝୀ। ଏହି ଅବସରରେ ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ପଦବୀ କ୍ଷମତାର ଚୌକି ନୁହେଁ ବରଂ ଜନସେବାର ମାଧ୍ୟମ’। ଶିକ୍ଷକରୁ, ସରପଞ୍ଚ, ବିଧାୟକ ଆଉ ମୁଖ୍ୟମନ୍ତ୍ରୀର ଦାୟୀତ୍ବ ସମସ୍ତଙ୍କ ନିଷ୍କପଟ ଭଲ ପାଇବା ଓ ଆଶୀର୍ବାଦରୁ ହିଁ ମିଳିପାରିଛି ବୋଲି କହିଛନ୍ତି।
ବାରମ୍ବାର ନୋଟିସ ସତ୍ତ୍ବେ ହାଜର ନ ହେଲେ ଅଭିଯୁକ୍ତଙ୍କୁ ସିଧା ଏନ୍ବିଡବ୍ଲୁଏ କରାଯାଇ ପାରିବ ନାହିଁ। ଏଭଳି ଏକ ଗୁରୁତ୍ବ ପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ। ତେବେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ଯୁକ୍ତ ପରୱାନା ଲଗାଯାଇ ପାରିବ ବୋଲି କୋର୍ଟ କହିଛନ୍ତି।
ଦକ୍ଷିଣ-ପୂର୍ବ ଦିଲ୍ଲୀର ତୁଗଲକାବାଦ ଅଞ୍ଚଳରେ ଗୁରୁବାର ମଧ୍ୟରାତ୍ରିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଏକ ପାଞ୍ଚ ମହଲା ବିଶିଷ୍ଟ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ମହିଳାଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି। ଅଗ୍ନିଶମ ବାହିନୀ ସମସ୍ତ ଆହତଙ୍କୁ ଉଦ୍ଧାର କରିଥିଲେ। ଚିକିତ୍ସାପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ୨୨ ବର୍ଷୀୟ ଯୁବକ ଅଛନ୍ତି।
ରାଜ୍ୟରେ ଅର୍ଥନୈତିକ ଗତିବିଧିରେ ଉନ୍ନତି ହୋଇଥିବା ଦେଖାଯାଇଛି। ଜାତୀୟ ହାରଠୁ ଓଡ଼ିଶାରେ ଗାଡ଼ି ବିକ୍ରି ଅଭିବୃଦ୍ଧି ୨ ଗୁଣା ଅଧିକ ହୋଇଛି। ସାରା ଦେଶରେ ୯.୫୫% ଗାଡ଼ି ବିକ୍ରି ହୋଇଥିବାବେଳେ ରାଜ୍ୟରେ ୨୧.୨୭% ହୋଇଛି। ଚଳିତ ବର୍ଷ ମେ ମାସରେ ଓଡ଼ିଶାରେ ମୋଟ୍ ୮୨,୯୮୮ ଗାଡ଼ି ବିକ୍ରି ହୋଇଛି। ଗତ ବର୍ଷ ମେ’ରେ ୬୮,୪୩୨ଟି ଗାଡ଼ି ବିକ୍ରି ହୋଇଥିଲା। ସେହି ତୁଳନାରେ ଚଳିତ ବର୍ଷ ୨୧.୨୭% ଗାଡ଼ି ବିକ୍ରି ହୋଇଛି।
ନିଟ୍ ପରୀକ୍ଷାର୍ଥୀଙ୍କୁ ମିଳିବ ମାଗଣା ବସ୍ ସେବା । ଆଡମିଟ କାର୍ଡ ଦେଖାଇଲେ ସୁବିଧା ମିଳିବ ବୋଲି ସରକାର ପକ୍ଷରୁ କୁହାଯାଇଛି। ଆସନ୍ତା ଜୁନ ୨୧ ରେ ନିଟ୍ (ୟୁଜି) ୨୦୨୬ ପୁନଃପରୀକ୍ଷା ହେବ।କୁ ଥିବାବେଳେ ପରୀକ୍ଷାର୍ଥୀମାନଙ୍କ ପାଇଁ ଓଡ଼ିଶା ସରକାର ଏକ ବଡ଼ ସହାୟତାମୂଳକ ପଦକ୍ଷେପ ନେଇଛନ୍ତି।
ରାୟଗଡ଼ା ଜିଲ୍ଲା ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋଙ୍କ ପରଲୋକ। ୭୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ସେ ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡିତ ଥିଲେ। ଦେହ ଅସୁସ୍ଥ ଥିବାରୁ ଦୁଇ ଦିନ ହେବ ଏମ୍ସକୁ ଚିକିତ୍ସା ପାଇଁ ତାଙ୍କୁ ଅଣାଯାଇଥିଲା। ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା।
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନ ସଭା ନିର୍ବାଚନ ହାରିବା ପରଠାରୁ ତୃଣମୂଳ କଂଗ୍ରେ…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହାରିବା ପର ଠାରୁ ମମତା ବାନାର୍ଜୀ…
ଭୁବନେଶ୍ବର() ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳର ନୂଆ ମୁଖ୍ୟ ମହାପ୍ରବନ୍ଧକ (ସିଜିଏମ୍) ଭାବେ ନିଯୁକ୍ତ ହୋଇଛନ୍ତି ରାକେଶ କୁମାର ଯାଦବ । ଶ୍ରୀ ୟାଦବ ୨୦୦୦ ମସିହାରେ ପ୍ରୋବେସନାରି ଅଫିସର ଭାବେ ବ୍ୟାଙ୍କରେ ଯୋଗ ଦେଇଥିଲେ। ୨୬ ବର୍ଷର କ୍ୟାରିୟର ମଧ୍ୟରେ ସେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରିଟେଲ୍ ଅପରେସନ୍ସ, କର୍ପୋରେଟ୍ କ୍ରେଡିଟ୍, ଏମ୍ଏସ୍ଏମ୍ଇ, ମାନବ ସମ୍ବଳ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟକରି ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି।
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀରେ ପାଞ୍ଚ ମହଲା ବିଶିଷ୍ଟ ଆବାସିକ କୋଠାରେ ଅଗ୍ନିକାଣ୍ଡ । …
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ଡିଜେଲ ବିକ୍ରି ଉପରେ ସରକାରଙ୍କ କଟକଣା । ଦୈନିକ ୨୦୦ ଲିଟରରୁ ଅଧିକ ହ…