ସେପ୍ଟେମ୍ବର ୧୧ରେ ମୋଦୀ-ପୁଟିନ ବୈଠକ
ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ସେପ୍ଟେମ୍ବର ୧୧ ତାରି…
ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ସେପ୍ଟେମ୍ବର ୧୧ ତାରି…
ଆବୁଧାବି/ଭୁବନେଶ୍ବର,(ସତ୍ୟପାଠବ୍ୟୁରୋ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ସଂଯୁକ୍ତ ଆରବ ଏ…
ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ) : ଚେକ୍ ବାଉନ୍ସ ମାମଲାରେ ଛନ୍ଦି ହୋଇଥିବା ବଲିଉଡର ପ୍ରସିଦ୍ଧ ହାସ୍ୟ ଅ…
ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ କର୍ମଚାରୀଙ୍କ ସ୍…
ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇରେ ଗ୍ଲୋବାଲ୍ ଫିନଟେକ୍ ଫ…
ବାଲିଅନ୍ତା ସୌମ୍ୟରଞ୍ଜନ ଭିଡ଼ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚରେ ହାଜର ହେଲେ ମୃତ ସୌମ୍ୟଙ୍କ ବାପା। ମାମଲାରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ତଦନ୍ତକାରୀ ଅଫିସରଙ୍କୁ ବଦଳାଇବା ପାଇଁ କ୍ରାଇମବ୍ରାଞ୍ଚ ଡିଆଇଜିଙ୍କୁ ଜଣାଇଛନ୍ତି । ଆପରାଧିକ ଷଡ଼ଯନ୍ତ୍ର ଏବଂ ଭିଡ଼ ହିଂସା ଦଫା ଲଗାଇ ତଦନ୍ତ କରିବାକୁ ପୋଲିସକୁ ପୁନର୍ବାର ଅବଗତ କରିଛନ୍ତି ।
ସୁନ୍ଦରଗଡ ନୂଆଗାଁ ବ୍ଲକ ଅନ୍ତର୍ଗତ କକେରମା ଗ୍ରାମପଞ୍ଚାୟତର ବଡାଇକଟୋଲା ଅଞ୍ଚଳରେ ଏକ ଦନ୍ତା ହାତୀ ତାଣ୍ଡବ ରଚିଛି। ଗାଁ ଭିତରେ ଦନ୍ତା ମାତିଥିବାବେଳେ ଯାହା ମୁହଁରେ ପଡ଼ିଲା ନଷ୍ଟ କରିଥିବା ଦେଖିବାକୁ ମିଳିଛି। ଦୁଇ ଜଣଙ୍କ ଘର ଭାଙ୍ଗି ଥିବାବେଳେ ଚାରି ବସ୍ତା ଚାଉଳ ଖାଇଦେଇଥିବା ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।
ସ୍ତ୍ରୀକୁ ଦେଶୀ ଛରରା ବନ୍ଧୁକରେ ଗୁଳି କରି ହତ୍ୟା କରିଛି ସ୍ବାମୀ। ମୃତା ମହିଳା ହେଲେ ଲଣ୍ଡିମାଳ ଗାଁର ଅମ୍ବିକା ମିର୍ଦ୍ଧା। ପାରିବାରିକ କଳହକୁ କେନ୍ଦ୍ର କରି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଣ୍ଡିମାଳ ଗ୍ରାମରେ ଏକ ହୃଦୟ ବିଦାରକ ହତ୍ୟାକାଣ୍ଡ ଘଟିଛି l ସୂଚନାଯୋଗ୍ୟ ଯେ, ଲଣ୍ଡିମାଳ ଗାଁର ଚରଣ ମିର୍ଦ୍ଧା
ଓଡ଼ିଶା ଜଙ୍ଗଲରେ ଦେଖାଯାଇଛି ଓରାଙ୍ଗଉଟାନ ଭଳି ଅଜଣା ଜୀବ। ଗୋଟିଏ କି ୨ଟି ନୁହେଁ ଏକା ସଙ୍ଗରେ ୫ଟି ଓରାଙ୍ଗଉଟାନ ଥିବା ଦେଖିବାକୁ ମିଳିଥିଲା। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ଜଙ୍ଗଲରେ ଠାବ ହୋଇଛି ୫ଟି ଓରାଙ୍ଗଉଟାନ ଜୀବ। ଏକାଥରେ ୫ଟି ବିରଳ ପ୍ରଜାତିର ଜୀବ ଜଙ୍ଗଲରେ ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଚାଞ୍ଚଲ୍ୟ ।
ଚିତ୍ରକୋଣ୍ଡା ଅଞ୍ଚଳରେ ଜଣ୍ଡିସ ବ୍ୟାପୁଥିବା ଦେଖିବାକୁ ମିଳିଛି। ଦୁଷିତ ପାଣି ଯୋଗୁଁ ବିଭିନ୍ନ ଗାଁରେ ଛୋଟ ପିଲାଙ୍କଠୁ ଆରମ୍ଭ କରି ବଡ ଲୋକଙ୍କ ମଧ୍ୟରେ ବ୍ୟାପୁଛି ଜଣ୍ଡିସ ବା ହେପାଟାଇଟିସ ବ୍ୟାପୁଥିବା ଦେଖାଯାଇଛି।
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବାଲୁକେଶ୍ୱରପୁର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଶିକ୍ଷକ ଭବାନୀ ପ୍ରସାଦ ଦାସ ଗୁରୁତର ହୋଇଛନ୍ତି। କାଠଫାଳିଆରେ ତାଙ୍କୁ କେହି ଆକ୍ରମଣ କରିଥିବାବେଳେ ଆକ୍ରମଣର କାରଣ ଏବେ ବି ଅସ୍ପଷ୍ଟ ରହିଛି। ସୂଚନା ଅନୁସାରେ, ଆଜି ଶିକ୍ଷକ ଭବାନୀ ପ୍ରସାଦ ସ୍କୁଲକୁ ଆସୁଥିବା ବେଳେ ଫାଟକ ନିକଟରେ ଜଣେ ଯୁବକ ତାଙ୍କୁ ଅଟକାଇ ଗାଳିଗୁଲଜ କରିବା ସହ କାଠଫାଳିଆରେ ଆକ୍ରମଣ କରିଥିଲେ।
କାଠମାଣ୍ଡୁ (ସତ୍ୟପାଠବ୍ୟୁରୋ): ନେପାଳରେ ଗତ ଅଗଷ୍ଟ ୨୬ ତାରିଖରେ ଆସିଥିବା ଭୟଙ୍କର ବନ୍ୟା ପରେ ସୁନା…
ନୂଆଦିଲ୍ଲୀ,(ସତ୍ୟପାଠବ୍ୟୁରୋ): ଆସନ୍ତା ଅକ୍ଟୋବର ୭ ତାରିଖରେ ନୂଆଦିଲ୍ଲୀରେ ଜିଏସଟି କାଉନସିଲର ୫୭ତମ…
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦେଶକ (ଡିଜିପି) ଚୟନ ଓ ଏମ୍ପ…
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେପ୍ଟେମ୍ବର ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଶ୍ରୀଲଙ୍କା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ର ସହ ଜଡ଼ିତ ତିନୋଟି ନୂଆ ବୁଝାମଣା ପତ୍ର (MoU) ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି, ଯେଉଁଥିରେ ଶ୍ରୀଲଙ୍କାକୁ ଭାରତ ପକ୍ଷରୁ ଏୟାର ଡିଫେନ୍ସ ଅସ୍ତ୍ରଶସ୍ତ୍ର ଯୋଗାଣ ପ୍ରସଙ୍ଗ ସାମିଲ ରହିଛି।
ଆମେରିକାର ଫ୍ଲୋରିଡାସ୍ଥିତ ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେ ନିକଟରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏକ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଧୂଆଁ ଉଠୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି।
ସକାଳୁ ସକାଳୁ ଥରିଉଠିଲା ପଡୋଶୀ ଦେଶ ଆଫଗାନିସ୍ତାନ। ସୋମବାର ସକାଳେ ଏଠାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି (ଏନସିଏସ)ର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୧ ରେକର୍ଡ କରାଯାଇଛି।
ଗ୍ରୀସ୍ର ଏଥେନ୍ସ ବାହାରେ ତାନାଗ୍ରା ଏୟାର ବେସ୍ରେ ଏକ ଏୟାର ସୋ’ ସମୟରେ ଏକ ଗ୍ରିକ୍ ଲଢ଼ୁଆ ବିମାନ ଏଫ-4 ଫାଣ୍ଟମ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଦୁଇଜଣ ପାଇଲଟ୍ ପ୍ରାଣ ହରାଇଛନ୍ତି।