ମହିଳାଙ୍କୁ ଟାଣିନେଲା ବଉଳା କୁମ୍ଭୀର
ମାଛ ଧରିବା ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଟାଣିନେଲା ବଉଳା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଖରିନାସୀ ଅଞ୍ଚଳରୁ ଦୁଃଖଦ ଖବର ଆସିଛି।
ମାଛ ଧରିବା ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଟାଣିନେଲା ବଉଳା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଖରିନାସୀ ଅଞ୍ଚଳରୁ ଦୁଃଖଦ ଖବର ଆସିଛି।
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ପାରମ୍ପରିକ ରୀତିନୀତିରେ ନବାନ୍ନ ଲାଗି ହୋଇଛି । ମୁଖ୍ୟ ପୂଜକଙ୍କ ସମେତ ଅନ୍ୟ ପୂଜକମାନଙ୍କ ଘରୁ ଆସିଥିବା ନୂଆ ଧାନରେ ପ୍ରସ୍ତୁତ ନବାନ୍ନ ମାଆଙ୍କୁ ଅର୍ପଣ କରାଯାଇଥିଲା।
ପୁଣି ଡରାଇଲାଣି ବାତ୍ୟା। ବାତ୍ୟା ଆସିବା ନେଇ ପୂର୍ବାନୁମାନ କରୁଛନ୍ତି ବିଭିନ୍ନ ମଡେଲ୍। ଆମେରିକାର ଜିଏଫ୍ଏସ୍, ୟୁରୋପର ଇସିଏମଡବ୍ଲୁଏଫ, ଏଆଇ ତଥା ଆଇଏମଡି ମଡେଲରେ ବି ବାତ୍ୟା ନେଇ ଆକଳନ କରୁଛି।
ଜ୍ବର ଛାଡ଼ିବା ପରେ ସୁସ୍ଥ ଅଛନ୍ତି ଓରାଙ୍ଗଉଟାଙ୍ଗ। ସେମାନେ ଏବେ ଠିକ୍ ଭାବେ ଖାଦ୍ୟ ଗ୍ରହଣ କରୁଛନ୍ତି। ଧୀରେ ଧୀରେ ଓଡ଼ିଶାର ପାଣିପାଗ ସହ ଖାପ ଖୁଆଉଛନ୍ତି। ୨ ପୁରୁଷ ଓରାଙ୍ଗଉଟାଙ୍ଗଙ୍କ ମଳ ନମୁନା ପରୀକ୍ଷା କରାଯାଇଛି।
ସ୍ଥଳ, ଜଳ, ଆକାଶ ପରେ ଏବେ ମହାକାଶରେ ସାମରିକ ଘାଟି କରିବାକୁ ଯାଉଛି ଆମେରିକା। ପୃଥିବୀ ସୀମା ବାହାରେ ମହାକାଶରେ ଆଗାମୀ ଦିନରେ ଯୁଦ୍ଧ ହେବାକୁ ଯାଉଛି। ମହାଶକ୍ତି ଆମେରିକା ଇରାନ ଉପରେ ଆକ୍ରମଣ କରିବା ପରେ, ବିଶ୍ୱ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ଯୁଗକୁ ପୁଣି ଫେରିଆସିଛି।
ଦିଗ ନିର୍ଦ୍ଦେଶ ଯୋଗୁଁ ୟୁକ୍ରେନ ଏବଂ ରୁଷ ସାମରିକ ଡ୍ରୋନ୍ ବାରମ୍ବାର ଫିନଲ୍ୟାଣ୍ଡ, ଲାଟଭିଆ, ଲିଥୁନିଆ ଏବଂ ଏଷ୍ଟୋନିଆ ଭଳି ନାଟୋ ସଦସ୍ୟ ଦେଶଗୁଡ଼ିକର ଆକାଶ ସୀମାରେ ପ୍ରବେଶ କରୁଛନ୍ତି।
କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦ୍ରୁତ ବିକାଶ ଓ ଏହାର ସମ୍ଭାବ୍ୟ ବିପଦକୁ ନେଇ ସାରା ବିଶ୍ୱରେ ଚିନ୍ତା ବୃଦ୍ଧି ପାଉଥିବା ବେଳେ ଗୁଗଲ୍ ଡିପ୍ ମାଇଣ୍ଡରୁ ଦୁଇଜଣ ପ୍ରମୁଖ ଗବେଷକ ଇସ୍ତଫା ଦେଇଛନ୍ତି
ଜମ୍ମୁ ଏବଂ କାଶ୍ମୀର ପୋଲିସ ରାଜୌରୀରେ ଏକ ଓଭର-ଗ୍ରାଉଣ୍ଡ ୱାର୍କର (ଓଜିଡବ୍ଲୁ) ନେଟୱାର୍କର ପର୍ଦ୍ଦାଫାସ୍ କରିଛି। ଏହା ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା (ଏଲଇଟି) ସହିତ ଜଡିତ ଥିବା ସନ୍ଦେହ କରାଯିବା ସହ ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିଅର ୨୧ ମଇ ୨୦୨୬ରେ ଏକ ଭବ୍ୟ ସମାରୋହରେ ଆମେରିକୀୟ ମଡେଲ ବେଟିନା ଆଣ୍ଡରସନଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ଏହି ବିବାହ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଛି, ଯାହା ଆମେରିକୀୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି।
ଜଳ ପ୍ରଳୟ ପରେ ବିଭିନ୍ନ ସଙ୍କଟ ଜନକ ସ୍ଥିତି ଦେଇ ଗତି କରୁଛି ନେପାଳ। ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ନେପାଳରେ ଦେଖାଦେଇଥିବା ଗମ୍ଭୀର ବିଦ୍ୟୁତ୍ ସଙ୍କଟର ସମାଧାନ ପାଇଁ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ସୋମବାର ସାଂସ୍କୃତିକ ଜାତୀୟତାବାଦ ଓ ଭାରତୀୟ ଭାଷାର ପ୍ରୋତ୍ସାହନ ଉପରେ ଗୁରୁତ୍ବ ଦେଇଛନ୍ତି। ଶାହ କହିଛନ୍ତି, ସାଂସ୍କୃତିକ ଜାତୀୟତାବାଦର ଉଦ୍ଦେଶ୍ୟ ଭାରତର ସଂସ୍କୃତି ଓ ଇତିହାସ ନେଇ ସଚେତନତା ସୃଷ୍ଟି କରିବା।
ଟ୍ରେନରେ ଲମ୍ଵା ଯାତ୍ରା ସମୟରେ ଯାତ୍ରୀମାନେ ରେଲୱେ ପ୍ୟାଣ୍ଟ୍ରି ଉପରେ ନିର୍ଭର କରନ୍ତି । କ୍ୟାଟରିଂ ସର୍ଭିସ୍ ବ୍ୟବହାର କରନ୍ତି ।
ଶ୍ମଶାନକୁ ଯିବା ଲାଗି ରାସ୍ତାଟିଏ ନାହିଁ। ଫଳରେ ସମ୍ପର୍କୀୟଙ୍କୁ ମୃତଦେହ ଧରି ଭରା ନଦୀ ପାର ହେବାକୁ ପଡ଼ିଛି । ପୋଲ ନଥିବାରୁ ମୃତକଙ୍କୁ କାନ୍ଧରେ ବୋହି ବାସୁଖି ନଦୀ ପାର ହେଲେ ସମ୍ପର୍କୀୟ।
MMDR ପ୍ରସଙ୍ଗକୁ ନେଇ ବିଜେଡି ବଡ଼ ଘୋଷଣା କରିଛି । MMDR ଆଇନ ପ୍ରତ୍ୟାହାର ନକଲେ ଅର୍ଥନୈତିକ ଅବରୋଧ କରିବ ଦଳ। ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ।
ଖୁବଶୀଘ୍ର ବଜାରକୁ ଆସିପାରେ ଓମଫେଡ ଆଇସକ୍ରିମ ଓ ପ୍ୟାକେଜ୍ଡ ପାଣି। ଭିନ୍ନ ଭିନ୍ନ ଫ୍ଲେବର ସହ ନୂଆ ରୂପରେ ଆଇସକ୍ରିମ ମାର୍କେଟକୁ ଆସିବା ନେଇ ନିଷ୍ପତ୍ତି ବୋଇଛି।
କଡ଼ା ସୁରକ୍ଷା ବଳୟକୁ ଭେଦି ଖୁଲମଖୋଲା ଲୁଟ୍ କରିବାକୁ ପଛାଉ ନାହାନ୍ତି ଦୁର୍ବୃତ୍ତ। ପୋଲିସକୁ ଖାତିର ନକରି ଘର ଭିତରେ ପଶି ଲୁଟ୍୍ ପାଟ କରି େଫରାର ହେବାରେ ସକ୍ଷମ ହେଉଛନ୍ତି।
ରେଲୱେ କଲୋନୀ ମଧୁସୂଦନପାଲିରେ ବିଳମ୍ବିତ ରାତିରେ ଅଘଟଣ ଘଟିଛି। ବନ୍ଦ ଘରେ ଶୋଇଥିବାବେଳେ ନିଆଁରେ ପୋଡ଼ି ହୋଇ ବାପାଙ୍କର ମୃତ୍ୟୁ ହୋଇଛି l
ପୁଣି ସାମନାକୁ ଆସିଲା ଏଆଇ କୁମ୍ଭୀର । କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ ଡିଏଫଓ। କୋରାପୁଟ ଜିଲ୍ଲା ପରେ ଏବେ ମାଲକାନଗିରି ଜିଲ୍ଲାରେ ସାମନାକୁ ଆସିଲା ଏଆଇ କୁମ୍ଭୀର।