ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି, ତେଲ ଟ୍ୟାଙ୍କରକୁ ସମୁଦ୍ରରେ ବୁଡ଼ାଇଦେବାକୁ ଆମେରିକାର ଧମକ
ଆମେରିକା-ଇରାନ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିହଟିବା ବେଳେ ଏହାରି ମଧ୍ୟରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଇରାନକୁ ଧମକ ଦେଇଛନ୍ତି।
ଆମେରିକା-ଇରାନ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିହଟିବା ବେଳେ ଏହାରି ମଧ୍ୟରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଇରାନକୁ ଧମକ ଦେଇଛନ୍ତି।
ଫୁଟବଲ ଖେଳିଲା ହାତୀ। ଏହି ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଅଞ୍ଚଳରେ। କିଛି ସମୟ ପାଇଁ ଯେମିତି ଲାଗୁଥିଲା ସର୍କସରେ ହାତୀ ଖେଳୁଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଶନିବାର ଦେଶର ବିଭିନ୍ନ ହାଇକୋର୍ଟରେ ଆଠ ଜଣ ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁପ୍ରିମକୋର୍ଟ କଲେଜିୟମ ସେମାନଙ୍କୁ ସୁପାରିସ କରିବାର କିଛି ଦିନ ପରେ ଏହି ନିଯୁକ୍ତି ଦିଆଯାଇଛି।
ପାରଳାଖେମୁଣ୍ଡି ସବ୍ ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ପୋଲିସ ହେପାଜତରେ ଜେଲରେ ଥିବା ସମୟରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ସପ୍ତାହେ ହେଲାଣି ଗାଁରେ ବ୍ୟାପୀବାର ଲାଗିଛି ଅଜଣା ଜ୍ବର। ପିଲାଠୁ ବୟସ୍କ ସମସ୍ତେ ଜ୍ବରରେ ଆକ୍ରାନ୍ତ ହୋଇ ଛଟପଟ ହେଉଛନ୍ତି। ହେଲେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ନିର୍ମମ ହତ୍ୟା କରିଛି ଜହ୍ଲାଦ ସ୍ବାମୀ। ମୃତା ମହିଳା ହେଲେ ହୀନା ବେଗମ (୪୦)।
ଯେଉଁଠି ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତା ସବୁ ପଛରେ ରହିଯାଇଛି, ହେଲେ ପଙ୍କରେ ପଦ୍ମ ଫୁଟିବା ଭଳି ଏଠାକାର ଆଦିବାସୀ ପିଲାମାନେ ମାର୍ଶାଲ ଆର୍ଟ ଓ ଯୁଡୋରେ ସ୍ବର୍ଣ୍ଣପଦକ ହାସଲ କରଛନ୍ତି।
ପଶ୍ଚିମ ଓଡ଼ିଶାର ପ୍ରମୁଖ ଗଣପର୍ବ ନୂଆଁଖାଇ ନେଇ ସବୁଠି ଉତ୍ସବ ମୁଖର। କିଏ କେଉଁଠାରେ ଥିଲେ ବି ନୂଆଁଖାଇରେ ଘରକୁ ଆସିବା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି।
ତେହେରାନ(ସତ୍ୟପାଠବ୍ୟୁରୋ) : ପଶ୍ଚିମ ଇରାନରେ ଏକ ବଡ଼ ଧରଣର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ଏକ ଇନ୍ଧ…
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକସ୍ଥିତ ଏନଏଲସି ଇଣ୍ଡିଆ ଲିମିଟେଡ ଅଧୀନରେ ଥିବା ତଲାବିରା ୨ ଓ ୩ ଓପନ କାଷ୍ଟ ପ୍ରୋଜେକ୍ଟ ଷ୍ଟକୟାର୍ଡରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି ।
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗତକାଲି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର…
ଆଜିକାଲି ବ୍ୟସ୍ତବହୁଳ ଓ ସ୍ବାର୍ଥପର ଦୂନିଆରେ ଟଙ୍କାଟେ ବି କେହି କାହାକୁ ଦିଅନ୍ତି ନାହିଁ। ମାଗଣା ତ ଦୂରର କଥା, ଟଙ୍କା ଦେଲେ ବି ଭଲରେ ପିଲାଙ୍କୁ ପାଠ ପଢାଉ ନାହାନ୍ତି। ପିଲାଙ୍କୁ ପାଠ ପଢାଇବା ପରିବର୍ତ୍ତେ ଅନ୍ୟ କାମରେ ଅଧିକ ଧ୍ୟାନ ଦେଉଛନ୍ତି।
ରାଉରକେଲାରେ ଏକ ଡ୍ରେନ୍ ଭିତରୁ ସନ୍ଦେହଜନକ ଭାବେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଇଡିସି ଫାଟକ ନିକଟସ୍ଥ ସ’ ମିଲ୍ ଅଞ୍ଚଳରୁ ଏହି ମୃତଦେହ ଉଦ୍ଧାର ହୋଇଛି।
ନବରଙ୍ଗପୁରର ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ ସଶସ୍ତ୍ର ଡକାୟତି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୧ ଲକ୍ଷ ୫୫ ହଜାର ଟଙ୍କା ଜବତ ହୋଇଛି।
: ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ବହୁ ପୁରାତନ ଉମା ରାମ ଲିଙ୍ଗେଶ୍ୱର ଶୈବପୀଠରେ କଳାକନା ବୁଲାଇଲେ ଲୁଟେରା।
ନିଜ ଜିଲ୍ଲାରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଏହି ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି।
ରାଉରକେଲାର ବହୁ ଚର୍ଚ୍ଚିତ ସର୍କିଟ ହାଉସ ବନ୍ଧୁକ ଜବତ ଘଟଣାରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ପ୍ରକାଶ ପାସୱାନର ବେଆଇନ ଅଫିସକୁ ଭାଙ୍ଗି ଦେଇଛି ବନ ବିଭାଗ ।
ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛି ଗଣଶିକ୍ଷା ବିଭାଗ। କେତେବେେଳ ପାସ୍ କହି ହାତରେ ସାର୍ଟିଫିକେଟ ଧରାଇ ଦେଉଛି ତ ପୁଣି େକତେବେଳେ ଫେଲ କହି ସାର୍ଟିଫିକେଟ ଫେରାଇ େଦବା ପାଇଁ କହୁଛି।