ଭାରତ – ଚୀନ୍ ଉପରେ ୧୦୦% ଶୁଳ୍କ ଲଗାଇବା ପ୍ରସଙ୍ଗ, ଆମେରିକାକୁ ମିଳିଲା ଅଧିକାର
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ‘ ଲିଣ୍ଡସେ ଓ. ଗ୍ରାହାମ୍ ସାଙ୍କସନିଂ ଏସିଆ ଆଣ୍ଡ ଇରାନ ଆକ୍ଟ’କୁ ଆଇନରେ ପରିଣତ କରିଛନ୍ତି। ଆମେରିକାର ପ୍ରତିନିଧି ସଭା ଏହି ବିଲ୍ ପାସ୍ କରିବାର ଦୁଇ ଦିନ ପରେ ଏହି ପଦକ୍ଷେପ ନିଆଯାଇଛି।
