ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ – ଆଠ ବର୍ଷର ନିରର୍ଥକ ପ୍ରହସନ
ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ଜଳବିବା…
ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ଜଳବିବା…
ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ଆଇଏଏସ ନିତ୍ୟାନନ୍ଦ ମହାନ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଜିଲ୍ଲା ଭିଜିଲାନ୍ସ ସ୍ପେଶାଲ ଜଜ୍। ଚାଉଳ ଓ ଗହମ ପରିବହନ ପାଇଁ ୯ ଲକ୍ଷ ଟଙ୍କା ହେରଫେର ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ନିତ୍ୟାନନ୍ଦ ମହାନ୍ତି, ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ (ଡିଆରଡିଏ) ସୂର୍ଯ୍ୟ ନାରାୟଣ ଦାସ, ପରିବହନ ଠିକାଦାର ସତ୍ୟାନନ୍ଦ ବଳସାମନ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ମହାନଦୀ ଜଳ ବିବାଦ ନେଇ ଆଲୋଚନା ଚାଲିଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ଏଥିରେ ହସ୍ତକ୍ଷେପ କରୁଛନ୍ତି। ତାଙ୍କ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟ କରାଯାଉଥିବା କହିଛନ୍ତି ରାଜ୍ୟ ବିଜେପି ଅଧ୍ୟକ୍ଷ ମନମୋହନ ସାମଲ।
ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର ତିନି ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଗତ ବର୍ଷ ଫେବ୍ରୁଆରିରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ।
୫୦ ଦିନରେ ପାଞ୍ଚ ପାଞ୍ଚ ଥର ବନ୍ୟା ଆସି ଜନ ଜୀବନ ଅସ୍ତବ୍ୟସ୍ତ କରି ସାରିଲାଣି। ଗାଁ ଗଣ୍ଡାରୁ ପାଣି ଛାଡ଼ି ନଥିବାବେଳେ ପୁଣି ଆସିଛି ଆଉ ଏକ ବନ୍ୟା ।
ଭିତରକନିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ଆଜିଠୁ ଭିତରକନିକାରେ ବଭିନ୍ନ ସ୍ଥାନରେ ଦେଶୀୟ ପକ୍ଷୀ ଗଣନା କରାଯାଉଛି।
ଶୁକ୍ରବାର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୮ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ତଥା ବିଶ୍ୱ ହିନ୍ଦୁ ପରିଷଦର ବଳିଦାନ ଦିବସ। ଏଥିପାଇଁ ଜଳେଶପଟ୍ଟା ସଂସ୍କୃତ କନ୍ୟାଶ୍ରମରେ ଚାଲିଛି ଜୋରଦାର ପ୍ରସ୍ତୁତି।
ରାଜସ୍ବ ଖର୍ଚ୍ଚ ଠିକ ଢଙ୍ଗରେ ଚାଲିଛି। ରାଜ୍ୟର ବିକାଶ ପାଇଁ ବିଭିନ୍ନ ବିଭାଗର ସଚିବମାନେ ପ୍ରଜେକ୍ଟ ଦେଇଥିବା ନେଇ କହିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ।
ତରଳିବାରେ ଲାଗିଛି ଗଙ୍ଗୋତ୍ରୀ ଥିବା ଗ୍ଲେସିୟର। ଏହି ଅଞ୍ଚଳରେ ଅନେକ ଛୋଟ ଛୋଟ ହିମହ୍ରଦ ଦେଖାଯିବା ପରେ ସମ୍ଭାବ୍ୟ ବିପଦକୁ ନେଇ ଚିନ୍ତା ବଢ଼ିଛି।
ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜିଠାରୁ ଦୁଇ ଦିନିଆ ଗସ୍ତରେ ମଥୁରାରେ ପହଞ୍ଚିଛନ୍ତି । ଏହି ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ବ୍ରଜବାସୀ ଏବଂ ସମଗ୍ର ବ୍ରଜ କ୍ଷେତ୍ରକୁ ୧୦୫୧ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉପହାର ପ୍ରଦାନ କରିବେ ।
ଆଜିକାଲି ପାଠ ପଢାରୁ ଆରମ୍ଭ ସସସ୍ତ କାର୍ଯ୍ୟ ପାଇଁ ଡିଜିଟାଲ ଉପରେ ନିର୍ଭର । ଡିଜିଟାଲ୍ ଦୁନିଆ ଏବେ ପିଲାମାନଙ୍କ ପାଇଁ ଏକ ବଡ଼ ବିପଦ ଭାବେ ଉଭା ହୋଇଛି।
ବାର୍ କାଉନସିଲ ଅଫ୍ ଇଣ୍ଡିଆ (BCI) ର ଅଧ୍ୟକ୍ଷ ମନନ କୁମାର ମିଶ୍ରଙ୍କୁ ନେଇ ବୁଧବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛନ୍ତି ।
ରାମ ମନ୍ଦିର ଦାନ ଅର୍ଥ ହେରଫେର ପରେ ଟ୍ରଷ୍ଟର ପ୍ରଶାସନିକ, ଆର୍ଥିକ ଓ ଆଇନଗତ କାର୍ଯ୍ୟର ତଦାରଖ ପାଇଁ ସିଇଓଙ୍କୁ ଚୟନ କରାଯାଇଛି। ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ CEO ହେଲେ ଅବସରପ୍ରାପ୍ତ ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ରା ।
ଜାଲ୍ ସଂସ୍ଥା ଖୋଲି ୧୭ କୋଟିରୁ ଅଧିକ ଜିଏସଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଚାକିରି ଦେବାକୁ କହି ଆଶାୟୀଙ୍କ କାଗଜପତ୍ର ନେଇ ସେମାନଙ୍କ ନାଁରେ ଜାଲ ସଂସ୍ଥା ଖୋଲି ଜିଏସଟି ଠକୁଥିବା ଅଭିଯୋଗ ହୋଇଛି।
ଚାଷ କରିବାକୁ ହେଲେ ଆଗରେ ଅନେକ ସମସ୍ୟା। କେତେବେଳେ ସହିବାକୁ ପଡ଼ୁଛି ପ୍ରକୃତିର କରାଳ ରୂପ ତ ଆଉ କେତେବେଳେ ସାମନା କରିବାକୁ ପଡ଼ୁଛି ମନୂଷ୍ୟକୃତ ସମସ୍ୟାର।
ବୌଦ୍ଧ ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ସିଙ୍ଗାରୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ଦୁଇଟି ମାଲବାହୀ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ହୋଇଛି।
ଗାଁ ଲୋକଙ୍କ ନିଦ ହଜାଉଛି ହାତୀ ପଲ। ସନ୍ଧ୍ୟା ହେଉ ନ ହେଉଣୁ ଆରମ୍ଭ ହେଇଯାଉଛି ହାତୀ ପଲଙ୍କ ଉତ୍ପାତ। ପାଖ ଜଙ୍ଗଲରେ ଥିବା ହାତୀ ପଲ ଗାଁ ମୁହାଁ ହେଉଥିବାବେଳେ ବ୍ୟାପକ ଚାଷ ନଷ୍ଟ କରୁଛନ୍ତି।
ଏଆଇ କଣ ନ କରିପାରେ। ମଝି ନଈରେ ବି ଆପଣଙ୍କୁ ଛିଡ଼ା କରିଦେଇ ପାରିବ। ପ୍ରକୃତ ଓ ଏଆଇ ଫଟୋ ମଧ୍ୟରେ କୌଣସି ଫରକ ଜଣାପଡ଼େ ନାହିଁ।