ଜଳୁଛି ମଧ୍ୟପ୍ରାଚ୍ୟ: ଇରାନର ୫ ଜାହାଜ ଧ୍ବଂସ କଲା ଆମେରିକା ଆକ୍ରମଣର ପରେ ଇରାଣର କଡ଼ା ଧମକ କୁଏତ ଓ ବାହାରିନ ଜାହାଜକୁ ବି ହେବ ଟାର୍ଗେଟ
ଇରାନର ୫ ଅଶୋଧିତ ତୈଳ ଜାହାଜ ଧ୍ବଂସ କରିଛି ଆମେରିକା। ଖାର୍ଗ ଦ୍ବୀପ ନିକଟରେ ଆମେରିକା ଘନ ଘନ ଆକ୍ରମଣ କରିଛି। ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ପୁଣି ଥରେ ତୀବ୍ର ହେବାରେ ଲାଗିଛି।
