ସତ ହେଲା ଚର୍ଚା: ଆମ ଆଦମି ପାର୍ଟି ପକ୍ଷରୁ ରାଜ୍ୟସଭାକୁ ଯିବେ କ୍ରିକେଟର ହରଭଜନ ସିଂ

ପଞ୍ଜାବ : ଯାହା ଚର୍ଚ୍ଚା ହେଉଥିଲା ସେୟା ଘଟିଲା | ଚର୍ଚା ଏବଂ ଆଲୋଚନାରେ ପଡିଲା ପୁର୍ନେଛେଦ | ଞ୍ଜାବରେ ଆପ ସରକାର ଗଠନ କରିବା ପରେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ହରଭଜନ ସିଂଙ୍କୁ ଦଳ ପକ୍ଷରୁ ରାଜ୍ୟସଭାକୁ ପଠାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା | ଏହାରି ମଧ୍ୟରେ ଏବେ ଏହି ଚର୍ଚାରେ ବ୍ରେକ ଲାଗିଛି । କ୍ରିକେଟର ହରଭଜନ ସିଂଙ୍କୁ ଦଳ ପକ୍ଷରୁ ରାଜ୍ୟସଭାକୁ ପଠାଇବାକୁ ନାମ ଘୋଷଣା କରିଛି ଆମ ଆଦମି ପାର୍ଟି । ଭଜିଙ୍କ ସହ ଦିଲ୍ଲୀ ବିଧାୟକ ରାଘବ ଚନ୍ଦ୍ରାଙ୍କ ନାମ ମଧ୍ୟ ରହିଛି |

Related Posts