24ରେ ଓଡ଼ିଶା ଆସୁଛନ୍ତି ମୋଦି

ଡିସେମ୍ବର ୨୪ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖୋର୍ଦ୍ଧାରେ ଅନୁଷ୍ଠିତ ହେବାକୁ ଥିବା ଦଳୀୟ ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ।

ଆଜି ନିଶ୍ଚିନ୍ତ କୋଇଲିରେ ଆୟୋଜିତ ଦଳୀୟ ସମାବେଶରେ ଅରୁଣ ସିଂହ ଏ ନେଇ ସୂଚନା ଦେଇଛନ୍ତି । ଏହି ଅବସରରେ ଆୟୋଜିତ ଜନ ପରାମର୍ଶ ପଦଯାତ୍ରାରେ ଯୋଗଦେଇ ଅରୁଣ ସିଂହ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ।

Related Posts