Dec 8 ୩ ଦିନରେ ପହଞ୍ଚିଲା ନୀଳଗିରି ସିଡିପିଓ ଅଫିସ ଆଗରେ ଅଙ୍ଗନୱାଡ଼ି କର୍ମୀଙ୍କ ଧାରଣା: ଆଜି ମାଣବସା ନେଇ କଲେ ପୂଜାର୍ଚ୍ଚନା December 8, 2022 | 3:56 PM00
Dec 8 ଏସଟିଏଫ ଓ ବଳିଆ ପଣ୍ଡା ଥାନା ପୋଲିସଙ୍କ ମିଳିତ ସହଯୋଗରେ ୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ୫ ଗିରଫ December 8, 2022 | 3:40 PM00
Dec 8 ଫୋର୍ବସ୍ ବିଶ୍ୱର ସବୁଠୁ କ୍ଷମତାଶାଳୀ ୧୦୦ ମହିଳାଙ୍କ ସୂଚୀ ଜାରି: ଭାରତର ନିର୍ମଳା ସୀତାରମଣ ଆଗରେ December 8, 2022 | 3:01 PM00
Dec 8 ୩୮ ଘଣ୍ଟା ଟପିଲା ବୈତୂଲ୍ ବୋର୍ୱେଲ୍ ମଧ୍ୟରୁ ୮ବର୍ଷିୟ ନାବାଳକକୁ ଉଦ୍ଧାର କାର୍ଯ୍ୟ December 8, 2022 | 2:44 PM00
Dec 8 ପ୍ରଥମ ଭାରତୀୟ କ୍ରିକେଟର୍ ଭାବେ ୫୦୦ ଛକା ମାରି ଗୌରବ ଅର୍ଜନ କଲେ ରୋହିତ ଶର୍ମା December 8, 2022 | 2:37 PM00
Dec 8 ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ : ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷକୃତ୍ୟ ସଂପନ୍ନ December 8, 2022 | 2:31 PM00
Dec 8 ପଦ୍ମପୁର ଉପନିର୍ବାଚନ: ଆଗେଇ ଚାଲିଛନ୍ତି ବର୍ଷା, ବିଜେଡିର ବିଜୟ ଏକ ପ୍ରକାରର ନିଶ୍ଚିତ December 8, 2022 | 1:54 PM00
Dec 8 ଆଜିଠାରୁ କମିବ ଶୀତ, ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା December 8, 2022 | 12:25 PM00
Dec 8 ପଦ୍ମପୁର ଉପନିର୍ବାଚନ: ଅଷ୍ଟମ ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ଆଗୁଆ December 8, 2022 | 12:04 PM00
Dec 8 ଯାଜପୁର NH-16 ରଥିଆ ଛକ ନିକଟରେ ଦୁର୍ଘଟଣା: ଟ୍ରକ୍ ପଛପଟୁ ଧକା ଦେଲା ବସ୍, ୨୦ରୁ ଅଧିକ ଆହତ December 8, 2022 | 11:54 AM00
Dec 8 ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ରେଞ୍ଜର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ December 8, 2022 | 11:49 AM00
Dec 8 ପଦ୍ମପୁର ଉପନିର୍ବାଚନ: ଷଷ୍ଠ ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ଆଗୁଆ December 8, 2022 | 11:44 AM00
Dec 8 ଲାଞ୍ଚ ନେଇ ନିଲମ୍ବିତ ହେଲେ ଧାମନଗର ତହସିଲ ଅନ୍ତର୍ଗତ ଦଳାଙ୍ଗ ରାଜସ୍ବ ନିରୀକ୍ଷକ ତାପସ ରଞ୍ଜନ ଜେନା December 8, 2022 | 9:59 AM00