ବିଜେପି ନେତାଙ୍କୁ ଛୁରୀ ଭୁସି ହତ୍ୟା ଘଟଣା ୩ ଅଭିଯୁକ୍ତ ଗିରଫ
କଳାହାଣ୍ଡି ମଦନପୁର ରାମପୁର ଥାନା ଡି.କର୍ଲାଖୁଣ୍ଟା ପଞ୍ଚାୟତର ସରପଞ୍ଚ ସ୍ନିଗଧା ରଣାଙ୍କ ସ୍ୱାମୀ ତଥା ବିଜେପି ନେତା ଫକୀର ରଣାଙ୍କୁ ଛୁରି ଭୁସି ହତ୍ୟା ଘଟଣାରେ ୨୪ ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ େହଲେ ଡମ୍ କର୍ଲାଖୁଣ୍ଟା ଗାଁର ତୁଳସୀରାମ ସାହୁ, ସୁରସିଂ ପାତ୍ର ଏବଂ ଫଟାମୁଣ୍ଡା ଗାଁର ବଳଦେବ ସାହୁ।
