ମାଲକାନଗିରିରେ ମ୍ୟାଲେରିଆ ଚିନ୍ତା, ମାସକରେ ୨୮୧୬ ରୋଗୀ ଚିହ୍ନଟ ୭ ତାରିଖରେ ଆସିବେ ରାଜ୍ୟସ୍ତରୀୟ ଟିମ୍
ମାଲକାନଗିରି ଜିଲ୍ଲାରେ ମ୍ୟାଲେରିଆ ରୋଗୀ ସଂଖ୍ୟା ଅହେତୁକ ବୃଦ୍ଧି ନେଇ ରାଜ୍ୟସ୍ତରରେ ଉଦ୍ବେଗ ପ୍ରକାଶ ପାଇଛି। ଗୋଟିଏ ମାସରେ ୨୮୧୬ ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି।
