‘ନିଟ୍-ୟୁଜି ପୁନଃ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଦାବି ସମ୍ପୂର୍ଣ୍ଣ ମିଥ୍ୟା ଓ ଭ୍ରମାତ୍ମକ’
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ନିଟ୍-ୟୁଜି ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପୁଣି ଥରେ ଲିକ୍ ହୋଇଯାଇଥିବ…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ନିଟ୍-ୟୁଜି ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପୁଣି ଥରେ ଲିକ୍ ହୋଇଯାଇଥିବ…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗିରଫ ହେଲେ ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା। ଖୋଲା ବୁଲୁଛନ୍ତି MLAଙ…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରୁଷରୁ ତେଲ କିଣିବା ପ୍ରସଙ୍ଗରେ ଭାରତକୁ ସମର୍ଥନ କଲା ଫିନଲାଣ୍ଡ । ର…
ବିମାନର ବାଥରୁମ୍ ସ୍ପିକର୍ରୁ ବାହାରିଲା କୋଟି କୋଟି ଟଙ୍କାର ସୁନା। ଯାଞ୍ଚ ବେଳେ ସ୍ପିକର ବକ୍ସ ଭିତରୁ ୨୪ଟି ବିଦେଶୀ ମାର୍କାର ସୁନା ବିସ୍କୁଟ ଜବତ ହୋଇଛି। ଅହମ୍ମଦାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତୀୟ ବିମାନବନ୍ଦରରେ କଷ୍ଟମ୍ସ ବିଭାଗକୁ ମିଳିଛି ଏହି ବଡ଼ ସଫଳତା। ବିମାନ ଇଞ୍ଜିନିୟରମାନଙ୍କ ସହାୟତାରେ ଯାଞ୍ଚ କରିବା ସମୟରେ, ସମ୍ମୁଖ ଭାଗରେ ଥିବା ଶୌଚାଳୟର ସ୍ପିକର ବକ୍ସ ଭିତରୁ କଳା ପ୍ଲାଷ୍ଟିକ୍ ଟେପ୍ରେ ଗୁଡ଼ାଯାଇଥିବା
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ରାଗର୍ଭବତୀ ମହିଳାଙ୍କ ଉପରେ ରାଜସ୍ଥାନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମନ୍ତବ…
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବାଇପାସ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱାକୁ ପଛ ପଟୁ ବିଏମଡବ୍ଲୁ କାର ଧକ୍କା ଦେବାରୁ ୨ ଜଣକର ମୃତ୍ୟୁ ହୋଇଛି।
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପରବର୍ତ୍ତୀ ସେନା ମୁଖ୍ୟ ଭାବରେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କ…
ରାଉରକେଲାରେ ହାତୀଙ୍କ ଉତ୍ପାତ ବଢ଼ି ଚାଲିଛି। ଵନ ବିଭାଗ ହାତୀ ଘୋଡାଇବାରେ ଅସମର୍ଥ ହୋଇପଡ଼ିଥିବାବେଳେ ଗତ ସପ୍ତାହ ମଧ୍ୟରେ ହାତୀ ଆକ୍ରମଣରେ ୪ ଜଣଙ୍କ ଜୀବନ ଗଲାଣି। ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ , ଛତିଶଗଡରୁ ହାତୀପଲ ବୀରମିତ୍ରପୁର ଦେଇ ଓଡ଼ିଶା ସୀମାରେ ପ୍ରବେଶ କରୁଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଫ୍ରାନ୍ସ ଓ ସ୍ଲୋଭାକିଆ ଗସ୍ତରେ ବାହାରିଛନ୍ତି। ଏହି ଗସ୍ତ ସମୟରେ ସେ କୁଟନୈତିକ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିବେ। ଏଥିରେ ଦ୍ବିପାକ୍ଷିକ ଆଲୋଚନା, ବହୁପାକ୍ଷିକ ବୈଠକ ଓ ଆର୍ଥିକ ଏବଂ ସାଂସ୍କୃତିକ ସହଯୋଗ ଉପରେ ଜୋର ଦିଆଯିବ।
ଆସାମରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ୫ ଜଣ ଯବାନ ସହିଦ ହୋଇଛନ୍ତି । ତେବେ କୋ-ପାଇଲଟ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ସହିଦ ୫ ଯୋଦ୍ଧା ହେଲେ ସ୍କ୍ୱାଡନ ଲିଡର ପ୍ରଶାନ୍ତ ସିଂହ, ପ୍ଲାଇଟ୍ ଲେପ୍ଟନାଣ୍ଟ ଶୁଭମ କୁମାର, ସାର୍ଜଣ୍ଟ ଜିତେନ୍ଦ୍ର ଶର୍ମା, ଅଗ୍ନିବୀର ଭାୟୁ ଖେମାରାମ କୁମାୱତ ଏବଂ ଅଗ୍ନିବୀର ଭାୟୁ ଦାନିଶ ଆଲମ।
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୃହମନ୍ତ୍ରୀ ଅମିତ୍ ଶାହା ଆଫ୍ସ୍ପାକୁ ନେଇ ବଡ ଘୋଷଣା କରିଛନ୍ତି। ତ…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନକଲି ଦସ୍ତଖତ ଓ ବେଆଇନ ସମ୍ପତ୍ତି ମାମଲାରେ ଅଭିଷେକ ବାନାର୍ଜୀଙ୍କ ଘ…
ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ବଡ଼ ସଫଳତା ମିଳିଛି। ‘ରୁଦ୍ରମ୍-II’ ମିସାଇଲ୍ର ସଫଳ ପରୀକ୍ଷଣ ହୋଇଥିବାବେଳେ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ-ଡିଆରଡିଓକୁ ଏହି ସଫଳତା ମିଳିଛି।
ରବି ନାରାୟଣ କର ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ଯାଜପୁରଜିଲ୍ଲା ଖଣି ଅଞ୍ଚଳରେ ଜଳ ଯନ୍ତ୍ରଣା । ଗେ…
ଭାରତୀୟ ବାୟୁସେନାର ଏଏନ-୩୨ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆସାମର ଜୋରହାଟ ଏୟାରବେସରେ ଲ୍ୟାଣ୍ଡିବେଳେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଜୋରହାଟ୍ ଏୟାରବେସ୍ ଭିତରେ ଅବତରଣ କରିବା ପରେ ବିମାନଟିରେ ନିଆଁ ଲାଗିଯାଇଥିଲା ।
ନୂଆଦିଲ୍ଲୀ() ଶୁକ୍ରବାରଠୁ ଆରମ୍ଭ ହୋଇଛି ମହିଳା ଟିଟ୍ୱେଣ୍ଟି ବିଶ୍ୱକପ୍ । ଉଦ୍ଘାଟନୀ ମ୍ୟାଚ୍ରେ ଆୟୋଜକ ଇଂଲଣ୍ଡ ବୃହତ୍ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ଗ୍ରୁପ୍-୨ର ଏହି ମ୍ୟାଚ୍ରେ ଇଂଲଣ୍ଡ ୮୭ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ଡାନି ୱାଟ୍-ହଜ୍ ଅପରାଜିତ ଶତକ ଓ ଫ୍ରେୟା କେମ୍ପ ୪ଟି ୱିକେଟ୍ ନେଇ ଦଳକୁ ଜିତାଇଥିଲେ ।
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆମେରିକାକୁ ନେଇ ବଡ ଖୁଲସା କଲେ ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦ…
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ନିଯୁକ୍ତି କମିଟି ‘ଆପଏଣ୍ଟମେଣ୍ଟସ୍ …