ସରପଞ୍ଚ ଚାମେଲିଙ୍କୁ ଆକ୍ରମଣ ଘଟଣା ଅଭିଯୁକ୍ତ ପାର୍ଥସାରଥୀ ସାମନ୍ତରାୟଙ୍କୁ ଡାକ୍ତରଖାନାରେ ଚାମେଲିଙ୍କୁ ଭେଟିଲେ ବିଧାୟିକା ସୋଫିଆ
କେନ୍ଦ୍ରାପଡ଼ା ମହାକାଳପଡ଼ା ସରପଞ୍ଚ ଚାମେଲି ଓଝା ବିବାଦ ଘନେଇବାରେ ଲାଗିଛି। ଚାମେଲିଙ୍କୁ ଆକ୍ରମଣ, ତାଙ୍କ ମୋବାଇଲ୍ ଛଡ଼ାଇବା, ତାଙ୍କୁ ଓ ତାଙ୍କ ଭାଇଙ୍କୁ ଖରାପ ବ୍ୟବହାର ପ୍ରସଙ୍ଗରେ ମହାକାଳପଡ଼ା
