Nov 22 ଗୁଣ୍ଡିଚା ମନ୍ଦିରରେ ଗଜପତି ମହାରାଜା; ଜଗମୋହନ ଓ ନାଟମଣ୍ଡପର କଲେ ସ୍ଥିତି ଅନୁଧ୍ୟାନ, ଖୁବଶୀଘ୍ର ଆରମ୍ଭ ହେବ ମରାମତି କାର୍ଯ୍ୟ November 22, 2022 | 12:21 PM00
Nov 22 ଇଡିରେ ହଜାର ହେଲେ ବ୍ୟବସାୟୀ ଅମୀୟକାନ୍ତ ଦାସ, ଅର୍ଚ୍ଚନା ନାଗଙ୍କୁ ୧୦ ଲକ୍ଷ ଟଙ୍କା ଦେଇଥିବା ଅଭିଯୋଗ November 22, 2022 | 12:09 PM00
Nov 22 ଅର୍ଚ୍ଚନା ନାଗ ମାମଲା; ଆଜି ଇଡି ନିକଟରେ ହଜାର ହେବେ ପ୍ରଯୋଜକ ଅକ୍ଷୟ ପରିଜା November 22, 2022 | 11:44 AM00
Nov 22 ରାଜଧାନୀରେ ଅଭାବନୀୟ ଚିତ୍ର; ମିଳିଲାନି ମହାପ୍ରୟାଣ ଗାଡି, ମା’ ର ଶବକୁ ଷ୍ଟ୍ରେଚରରେ ବୋହିଲା ପୁଅ November 22, 2022 | 11:27 AM00
Nov 22 ୧୫ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ କୋରେଇ ଷ୍ଟେସନରେ ସ୍ଵଭାବିକ ହେଲା ଟ୍ରେନ ଚଳାଚଳ November 22, 2022 | 11:12 AM00
Nov 22 ଦିଲ୍ଲୀ ଏମସିଡି ନିର୍ବାଚନ; ଟିକେଟ ବିକ୍ରି କରୁଥିବା ଅଭିଯୋଗରେ ଆପ୍ ବିଧାୟକଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼, ଭିଡ଼ିଓ ଭାଇରାଲ November 22, 2022 | 10:55 AM00
Nov 22 ଡିସେମ୍ୱର ୧ରୁ ସର୍ବସାଧାରଣଙ୍କ ପାଇଁ ସପ୍ତାହରେ ୫ ଦିନ ଖୋଲିବ ରାଷ୍ଟ୍ରପତି ଭବନ November 22, 2022 | 10:29 AM00
Nov 22 ଦେଓମାଳିରେ ଲାଗିଲା ୧୪୪ ଧାରା; ଆସନ୍ତା ୬୦ ଦିନ ପର୍ଯ୍ୟନ୍ତ ରାତି ୯ରୁ ସକାଳ ୮ ପର୍ଯ୍ୟନ୍ତ ଜାରି ରହିବ କଟକଣା November 22, 2022 | 10:13 AM00
Nov 22 ରାଜସ୍ୱ ଡିଭିଜନରେ ପରିବର୍ତ୍ତନ; ଉତ୍ତରାଞ୍ଚଳ ଡିଭିଜନ ଅଧୀନକୁ ଆସିଲା ବୌଦ୍ଧ ଓ ନୂଆପଡ଼ା ଜିଲ୍ଲା November 22, 2022 | 8:20 AM00
Nov 22 ଅର୍ଚ୍ଚନା ନାଗ ମାମଲା; ଇଡିର ସମନ ପରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ଶ୍ରଦ୍ଧାଞ୍ଜଳି November 22, 2022 | 7:59 AM00
Nov 22 ପଦ୍ମପୁର ଉପନିର୍ବାଚନରେ ତେଜିଲା ରେଳ ପ୍ରକଳ୍ପ ରାଜନୀତି; ଟୁକୁନି ସାହୁଙ୍କ ଚିଠିର ଜବାବ ଦେଲେ ଅଶ୍ଵିନୀ ବୈଷ୍ଣବ November 22, 2022 | 7:10 AM00
Nov 21 ଛତ୍ରପତି ଶିବାଜୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ; ରାଜ୍ୟପାଳ କୋଶିଆରୀଙ୍କ ବଦଳି ଦାବି କଲେ ସିନ୍ଦେ ଗୋଷ୍ଠୀର ବିଧାୟକ November 21, 2022 | 6:58 PM00
Nov 21 ସରକାରୀ କର୍ମଚାରୀଙ୍କୁ ନିର୍ବାଚନରେ ବ୍ୟବହାର ନେଇ ବିଜେଡି ବିରୋଧରେ ସିଇଓଙ୍କ ନିକଟରେ ଫରଦ ହେଲା ବିଜେପି November 21, 2022 | 6:37 PM00
Nov 21 ୨୦ ଦିନ ହେଲା ଝାରସୁଗୁଡା ଓଏସଏପି ବାଟାଲିୟନର ହାବିଲଦାର ନିଖୋଜ, ଥାନାରେ ଏତଲା November 21, 2022 | 6:22 PM00
Nov 21 ‘ଏହା ପଦ ଯାତ୍ରା ନୁହେଁ, ପଦ ପାଇବା ପାଇଁ ଯାତ୍ରା’; ରାହୁଲଙ୍କ ଭାରତ ଯୋଡ ଯାତ୍ରାକୁ ମୋଦୀଙ୍କ ଟାର୍ଗେଟ November 21, 2022 | 5:49 PM00
Nov 21 ‘ବିଜେପିର ସୁନାମୀରେ ଅଦୃଶ୍ୟ ହୋଇଯିବ ଦେଶର ସର୍ବପୁରାତନ ଦଳ’; କଂଗ୍ରେସକୁ ଟାର୍ଗେଟ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ November 21, 2022 | 5:31 PM00
Nov 21 ପଦ୍ମପୁର ଉପନିର୍ବାଚନ; ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ଜଣେ ପ୍ରାର୍ଥୀ, ମୈଦାନରେ ୧୦ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢେ଼ଇ November 21, 2022 | 5:14 PM00