Nov 21 ପ୍ରଥମ ଶ୍ରେଣୀ କ୍ରିକେଟରେ ତାମିଲନାଡୁର ଜଗଦୀଶନଙ୍କ ବିଶ୍ଵ ରେକର୍ଡ; ୧୪୧ ବଲରେ ସଂଗ୍ରହ କଲେ ୨୭୭ ରନ୍ November 21, 2022 | 4:58 PM00
Nov 21 ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ମୁକ୍ତ ହେବା ଘଟଣା; ରାୟ ବିରୋଧରେ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିବ କଂଗ୍ରେସ November 21, 2022 | 4:45 PM00
Nov 21 ମୁଖ୍ୟମନ୍ତ୍ରୀ କିପରି ବିଧାନସଭା ନ ଆସିବେ ସେଥିପାଇଁ ଭିଡ଼ିଓ କନଫରେସିଂ ବ୍ୟବସ୍ଥା କରାଯାଇଛି: ଜୟନାରାୟଣ ମିଶ୍ର November 21, 2022 | 4:30 PM00
Nov 21 ଦଳିତ ମହିଳା ପାଣି ପିଇଦେବାରୁ ଗୋମୂତ୍ରରେ ପାଣି ଟାଙ୍କି ସଫା କରି ଶୁଦ୍ଧ କଲେ ଗ୍ରାମବାସୀ November 21, 2022 | 4:12 PM00
Nov 21 ଅଶ୍ଳୀଳ ଭିଡିଓ ସୁଟିଂ ମାମଲା; ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ମହାରାଷ୍ଟ୍ର ପୁଲିସ November 21, 2022 | 3:50 PM00
Nov 21 ୟୁଜିସି ଅଧ୍ୟକ୍ଷଙ୍କ ସୂଚନା; ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭହେବ ୪ ବର୍ଷିଆ ସ୍ନାତକ(ୟୁଜି) ପାଠ୍ୟକ୍ରମ November 21, 2022 | 3:34 PM00
Nov 21 ବିଧାନସଭାରୁ ହଟିଲା କୋଭିଡ କଟକଣା; ସ୍ଵାଭାବିକ ଭାବେ ଚାଲିବ ଗୃହ, ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀ ଯିବାକୁ ମିଳିବ ଅନୁମତି November 21, 2022 | 2:32 PM00
Nov 21 ରାଜ୍ୟରେ ବାହ୍ୟଶକ୍ତିଙ୍କୁ ସୁଯୋଗ ଦେଉଥିବା ‘ଗୃହ ବିଭିଷଣ’ କିଏ ?, ତାଙ୍କୁ ଚିହ୍ନଟ କରାଯାଉ: ପ୍ରଦୀପ ପାଣିଗ୍ରାହୀ November 21, 2022 | 2:05 PM00
Nov 21 ଅର୍ଚ୍ଚନା ନାଗ ମାମଲା; ଆଜି ସରୁଛି ଖଗେଶ୍ବରର ରିମାଣ୍ଡ ଅବଧି, ପୁଣି ୫ ଦିନ ରିମାଣ୍ଡରେ ଆଣିବାକୁ ଇଡିର ପ୍ରସ୍ତୁତି November 21, 2022 | 1:30 PM00
Nov 21 ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍; ଶେଷ ମ୍ୟାଚ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଝଟକା, ସିରିଜ୍ରୁ ଓହରିଲେ ଅଧିନାୟକ କେନ୍ ଓ୍ବିଲିୟମସନ୍ November 21, 2022 | 12:58 PM00
Nov 21 ବେଲବାହାଳି କୁସେଇ ନଦୀ ଉପରେ ନିର୍ମାଣଧିନ ଅବସ୍ଥାରେ ଭୁଶୁଡ଼ିଲା ସେତୁ, ୩ ଆହତ ମେଡିକାଲ ରେ ଭର୍ତ୍ତି November 21, 2022 | 12:37 PM00
Nov 21 ମଧ୍ୟପ୍ରଦେଶର କଂଗ୍ରେସ ବିଧାୟକ ଉମଙ୍ଗ ସିଙ୍ଘାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ; ରୁଜୁ ହେଲା ମାମଲା, ବିଧାୟକ ଫେରାର November 21, 2022 | 12:17 PM00
Nov 21 ଛାୱଲା ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ ମୁକ୍ତ କରିବା ଘଟଣା; ସୁପ୍ରିମକୋର୍ଟଙ୍କ ରାୟକୁ ଚାଲେଞ୍ଜ୍ କରିବେ ଦିଲ୍ଲୀ ସରକାର November 21, 2022 | 12:01 PM00
Nov 21 ଦେଶର ନୂଆ ନିର୍ବାଚନ କମିଶନର ଭାବେ ଦାଇତ୍ୱ ଗ୍ରହଣ କଲେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅରୁଣ ଗୋଏଲ୍ November 21, 2022 | 11:39 AM00
Nov 21 ଖଲ୍ଲିକୋଟ କଲେଜ୍ +୨ ଛାତ୍ରୀ ରାଗିଂ ଘଟଣା; ୯ ଜଣ ଛାତ୍ରଙ୍କୁ କଲେଜରୁ ନିଲମ୍ବନ କଲେ କର୍ତ୍ତୃପକ୍ଷ November 21, 2022 | 11:22 AM00
Nov 21 ମାଲବାହୀ ଟ୍ରେନ୍ ଦୁର୍ଘଟଣା; ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ଲକ୍ଷ ଓ ରେଲୱେ ପକ୍ଷରୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା November 21, 2022 | 11:11 AM00