Jul 20 ରାଜ୍ୟରେ ଦୈନନ୍ଦିନ ୯ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି, ଶ୍ୱେତପତ୍ର ଜାରି କରି ସୂଚନା ଦେଲା ଗୃହ ବିଭାଗ July 20, 2022 | 3:13 PM00
Jul 20 ଦଳିତ ହୋଇଥିବାରୁ ବିଭାଗରେ କେହି ଗୁରୁତ୍ଵ ଦେଉନଥିବା କହି ଯୋଗୀ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ଜଳସମ୍ପଦ ମନ୍ତ୍ରୀ ଦୀନେଶ ଖଟୀକ July 20, 2022 | 2:49 PM00
Jul 20 ରାଜ୍ୟର ୧୬୭୨ଟି ସ୍କୁଲ ଜଣେ ଲେଖାଏ ଶିକ୍ଷକରେ ଚାଲିଛି : ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ July 20, 2022 | 1:53 PM00
Jul 20 କାଶୀପୁରରେ ଏବେ ସ୍ଥିତି ଉଦବେଗଜନକ ନାହିଁ, ଏହି ଘଟଣାକୁ ମହାମାରୀ କୁହାଯାଇପାରିବ ନାହିଁ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର July 20, 2022 | 1:41 PM00
Jul 20 ଦେଶର ଜନସାଧାରଣ ଚାହୁଁଛନ୍ତି ସଂସଦ ସ୍ବାଭାବିକ ଭାବେ କାର୍ଯ୍ୟକରୁ : ଲୋକସଭା ବାଚସ୍ପତି ଓମ ବିର୍ଲା July 20, 2022 | 1:18 PM00
Jul 20 ବିଧାନସଭାରେ ପଚରା ଯାଉଥିବା ପ୍ରଶ୍ନର ଉତ୍ତର ନଦେଇ ତଥ୍ୟ ଲୁଚାଇବାକୁ ଉଦ୍ୟମ ହେଉଛି : ନରସିଂହ ମିଶ୍ର July 20, 2022 | 1:01 PM00
Jul 20 ଆସନ୍ତାକାଲି ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ, ଦିନ ସାଢେ଼ ୧୨ଟାରୁ ବୋର୍ଡ ୱେବସାଇଟରେ ପାଇ ପାରିବେ ରେଜଲ୍ଟ July 20, 2022 | 12:31 PM00
Jul 20 ପୁଣି ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟର ସମନ, ଆଜି ଇଡି ସାମ୍ନାରେ ହଜାର ହେବେ ସଞ୍ଜୟ July 20, 2022 | 12:06 PM00
Jul 20 “ଦ୍ରୌପଦୀ ମୁର୍ମୁ ବିଜୟୀ ହେଲେ ମୁଁ ଖୁସି ହେବି”: କଂଗ୍ରେସ ସାଂସଦ ସପ୍ତଗିରି ଉଲକା July 20, 2022 | 11:49 AM00
Jul 20 ପରିବାରକୁ ଦୁର୍ନୀତି ଅଭିଯୋଗରୁ ବଞ୍ଚାଇବା ପାଇଁ ତେଜସ୍ଵୀ ଯାଦବ ବିଜେପି କୁ ସମର୍ଥନ କରିବାପାଇଁ ପ୍ରସ୍ତାବ ଦେଇଥିଲେ: ବିଜେପି July 20, 2022 | 11:30 AM00
Jul 20 ଓଡ଼ିଶାର ୪୦.୫୨ ଲକ୍ଷ ପରିବାରକୁ ଟ୍ୟାପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି: ପ୍ରହଲାଦ ସିଂହ ପଟେଲ July 20, 2022 | 11:23 AM00
Jul 20 NEET ପରୀକ୍ଷା କେନ୍ଦ୍ରରେ ଝିଅ ପିଲାମାନଙ୍କୁ ବ୍ରା ଖୋଲିବା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କଲା କେରଳ ପୋଲିସ July 20, 2022 | 10:55 AM00
Jul 20 ଜରୁରୀ ପରିସ୍ଥିତି ମଧ୍ୟରେ ଆଜି ଅନୁଷ୍ଠିତ ହେବ ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ, ନିର୍ବାଚନୀ ମଇଦାନରେ ୩ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ July 20, 2022 | 10:12 AM00
Jul 20 ଆଜିଠୁ ଆରମ୍ଭ ହେଉଛି +୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା, ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ SAMS ପୋର୍ଟାଲରେ ଆବେଦନ କରିବେ ଛାତ୍ର ଛାତ୍ରୀ July 20, 2022 | 7:40 AM00
Jul 20 ଆଜି ମହାପ୍ରଭୁଙ୍କର ବନକଲାଗି ନୀତି, ଶ୍ରୀମନ୍ଦିରରେ ୫ଘଣ୍ଟା ବନ୍ଦ୍ ରହିବ ସାଧାରଣ ଦର୍ଶନ July 20, 2022 | 7:12 AM00