ବାତିଲ ହୋଇଥିବା SI ନିଯୁକ୍ତି ପରୀକ୍ଷା କେବେ ହେବ?: ମୋହନ ସରକାରକୁ ନବୀନଙ୍କ ପ୍ରଶ୍ନ
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗତକାଲି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର…
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗତକାଲି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର…
ଆଜିକାଲି ବ୍ୟସ୍ତବହୁଳ ଓ ସ୍ବାର୍ଥପର ଦୂନିଆରେ ଟଙ୍କାଟେ ବି କେହି କାହାକୁ ଦିଅନ୍ତି ନାହିଁ। ମାଗଣା ତ ଦୂରର କଥା, ଟଙ୍କା ଦେଲେ ବି ଭଲରେ ପିଲାଙ୍କୁ ପାଠ ପଢାଉ ନାହାନ୍ତି। ପିଲାଙ୍କୁ ପାଠ ପଢାଇବା ପରିବର୍ତ୍ତେ ଅନ୍ୟ କାମରେ ଅଧିକ ଧ୍ୟାନ ଦେଉଛନ୍ତି।
ରାଉରକେଲାରେ ଏକ ଡ୍ରେନ୍ ଭିତରୁ ସନ୍ଦେହଜନକ ଭାବେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଇଡିସି ଫାଟକ ନିକଟସ୍ଥ ସ’ ମିଲ୍ ଅଞ୍ଚଳରୁ ଏହି ମୃତଦେହ ଉଦ୍ଧାର ହୋଇଛି।
ନବରଙ୍ଗପୁରର ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ ସଶସ୍ତ୍ର ଡକାୟତି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୧ ଲକ୍ଷ ୫୫ ହଜାର ଟଙ୍କା ଜବତ ହୋଇଛି।
: ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ବହୁ ପୁରାତନ ଉମା ରାମ ଲିଙ୍ଗେଶ୍ୱର ଶୈବପୀଠରେ କଳାକନା ବୁଲାଇଲେ ଲୁଟେରା।
ନିଜ ଜିଲ୍ଲାରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଏହି ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି।
ରାଉରକେଲାର ବହୁ ଚର୍ଚ୍ଚିତ ସର୍କିଟ ହାଉସ ବନ୍ଧୁକ ଜବତ ଘଟଣାରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ପ୍ରକାଶ ପାସୱାନର ବେଆଇନ ଅଫିସକୁ ଭାଙ୍ଗି ଦେଇଛି ବନ ବିଭାଗ ।
ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛି ଗଣଶିକ୍ଷା ବିଭାଗ। କେତେବେେଳ ପାସ୍ କହି ହାତରେ ସାର୍ଟିଫିକେଟ ଧରାଇ ଦେଉଛି ତ ପୁଣି େକତେବେଳେ ଫେଲ କହି ସାର୍ଟିଫିକେଟ ଫେରାଇ େଦବା ପାଇଁ କହୁଛି।
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱରର ସର୍ବପୁରାତନ ଓ ପ୍ରସିଦ୍ଧ ଦୁର୍ଗାପୂଜା ମଣ୍ଡପମାନଙ୍କ …
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଛି । ଓଡ…
ପଚାଶ ବର୍ଷ ତଳେ ଓଡିଶାର ସମୁଦ୍ର ଉପକୂଳର ଦୈର୍ଘ୍ୟ ୪୮୦ କିଲୋମିଟର ଥିବାବେଳେ ଏବେ ଏହା ୫୭୨ କିଲୋମିଟ…
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଚାଷୀଙ୍କ ଆକାଉଣ୍ଟକୁ ଆସିଲା ସିଏମ୍-କିଷାନ ଟଙ୍କା। ଭୁବନେଶ୍ୱର ଓୟୁ…
ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସସିବି) ମେଡିକାଲ କଲେଜ ଓ ହସ୍ପିଟାଲରେ ୧.୪୦ କୋଟି ଟଙ୍କାର ବଡ଼ ଆର୍ଥିକ କେଳେଙ୍କାରୀ ମାମଲାରେ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅଡିଡ ଟିମ୍ ଯାଞ୍ଚ କରୁଛି।
ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗିରହିଥିବା ଜଳବିବା…
ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ଆଇଏଏସ ନିତ୍ୟାନନ୍ଦ ମହାନ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଜିଲ୍ଲା ଭିଜିଲାନ୍ସ ସ୍ପେଶାଲ ଜଜ୍। ଚାଉଳ ଓ ଗହମ ପରିବହନ ପାଇଁ ୯ ଲକ୍ଷ ଟଙ୍କା ହେରଫେର ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ନିତ୍ୟାନନ୍ଦ ମହାନ୍ତି, ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ (ଡିଆରଡିଏ) ସୂର୍ଯ୍ୟ ନାରାୟଣ ଦାସ, ପରିବହନ ଠିକାଦାର ସତ୍ୟାନନ୍ଦ ବଳସାମନ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ମହାନଦୀ ଜଳ ବିବାଦ ନେଇ ଆଲୋଚନା ଚାଲିଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ଏଥିରେ ହସ୍ତକ୍ଷେପ କରୁଛନ୍ତି। ତାଙ୍କ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟ କରାଯାଉଥିବା କହିଛନ୍ତି ରାଜ୍ୟ ବିଜେପି ଅଧ୍ୟକ୍ଷ ମନମୋହନ ସାମଲ।
ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର ତିନି ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଗତ ବର୍ଷ ଫେବ୍ରୁଆରିରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ।
୫୦ ଦିନରେ ପାଞ୍ଚ ପାଞ୍ଚ ଥର ବନ୍ୟା ଆସି ଜନ ଜୀବନ ଅସ୍ତବ୍ୟସ୍ତ କରି ସାରିଲାଣି। ଗାଁ ଗଣ୍ଡାରୁ ପାଣି ଛାଡ଼ି ନଥିବାବେଳେ ପୁଣି ଆସିଛି ଆଉ ଏକ ବନ୍ୟା ।