ବୈପାରୀଗୁଡ଼ାରେ ବାଘ ଭୟ ନଦୀପଠାରେ ପାଦ ଚିହ୍ନ, ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ
ବୈପାରୀଗୁଡ଼ାରେ ବାଘ ଭୟ। କୋରାପୁଟ ଜିଲ୍ଲା କୁନ୍ଦୁରା ଓ କୋଟପାଡ଼ ଜନବସତି ଅଞ୍ଚଳରେ ବାଘ ପାଦ ଚିହ୍ନ ଦେଖାଯିବା ପରେ ଆତଙ୍କ ସୃଷ୍ଟି ହୋଇଛି। ସୀମାନ୍ତ ଅଞ୍ଚଳରେ ବାଘର ପାଦଚିହ୍ନ ଠାବ ହୋଇଛି।
ବୈପାରୀଗୁଡ଼ାରେ ବାଘ ଭୟ। କୋରାପୁଟ ଜିଲ୍ଲା କୁନ୍ଦୁରା ଓ କୋଟପାଡ଼ ଜନବସତି ଅଞ୍ଚଳରେ ବାଘ ପାଦ ଚିହ୍ନ ଦେଖାଯିବା ପରେ ଆତଙ୍କ ସୃଷ୍ଟି ହୋଇଛି। ସୀମାନ୍ତ ଅଞ୍ଚଳରେ ବାଘର ପାଦଚିହ୍ନ ଠାବ ହୋଇଛି।
ସରପଞ୍ଚ ଚାମେଲି ଓଝାଙ୍କ ପିଚ୍ଛା ଛାଡ଼ୁନି ବିବାଦ। ଏବେ ତାଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ। କେନ୍ଦ୍ରାପଡା ମହାକାଳପଡା, ତିଖିରି ପଂଚାୟତର ସରପଂଚ ଚାମେଲୀ ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି।
ପୁରୀ ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ମାନବୀୟ ଲୀଳା କରୁଛନ୍ତି। ମହାପ୍ରଭୁ ଯେତିକି ରସିକ ସେତିକି ଶୃଙ୍ଗାର ପ୍ରିୟ। ବର୍ଷକ ବାର ମାସ ରେ ମହାପ୍ରଭୁ ଅନେକ ବେଶରେ ସଜ୍ଜିତ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି।
ମାଉସୀ ମା’ ମନ୍ଦିରରେ ପୋଡ଼ପିଠା ଖାଇଲେ ଶ୍ରୀଜିଉ । ପ୍ରବିତ୍ର ବାହୁଡ଼ା ଯାତ୍ରାରେ ମହାପ୍ରଭୁଙ୍କର ଅନନ୍ୟ ନୀତିକାନ୍ତି ସମ୍ପନ୍ନ ହୋଇଛି । ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ି ଆସୁଥିବା ସମୟରେ ବଡ଼ଦାଣ୍ଡର ବଳଗଣ୍ଡିଠାରେ ଥିବା ମାଉସୀ ମା’ ମନ୍ଦିର ନିକଟରେ ତିନି ରଥ ଅଟକିଥିଲା । ସେଠାରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସ୍ୱୟଂ ମହାପ୍ରଭୁ ଜଗନ୍ନାଥ ମାଉସୀଙ୍କ ଦ୍ୱାରା ଅର୍ପିତ ସ୍ୱାଦିଷ୍ଟ ପୋଡ଼ପିଠା ଭୋଗ ସେବନ କରିଛନ୍ତି ।
ଦେଶବ୍ୟାପୀ ବର୍ଷା ବିତ୍ପାତ । ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ସାଧାରଣ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଗୁଜରାଟରେ ସ୍ଥିତି ସବୁଠାରୁ ଅଧିକ ସଙ୍କଟଜନକ ରହିଛି । ଗତ ୩୬ ଘଣ୍ଟାରେ ଭାଲସାଡ ଜିଲ୍ଲାର ଉମ୍ବରଗାଓଁ ତାଲୁକରେ ୧୨୦୦ ମିମି ବର୍ଷା ରେକର୍ଡ କରାଯାଇଛି । ଫସି ରହିଥିବା ପ୍ରାୟ ୧୨୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨୨,୦୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁ ଆଜି ମନ୍ତ୍ରିପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ରକୁ ତତ୍କାଳ ପ୍ରଭାବରେ ରାଷ୍ଟ୍ରପତି ସ୍ୱୀକାର କରିଛନ୍ତି । ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ମନ୍ତ୍ରିପରିଷଦରୁ ରବନୀତ ସିଂହ ବିଟ୍ଟୁଙ୍କ ଇସ୍ତଫାକୁ ତୁରନ୍ତ ପ୍ରଭାବରୁ ଗ୍ରହଣ କରାଯାଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସେ ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି।
ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଯନ୍ତର ମନ୍ତରରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜୋର ଧରିଛି। ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଦ ହଜେଇ ଦେଇଛି।
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଛାତ୍ର ଆନ୍ଦୋଳନ ଚାପରେ ଚେପା ସରକାର । NEET ପେପର ଲିକ୍ କୁ ମାସାଧ…
ଦିଲ୍ଲୀର ଜନ୍ତରମନ୍ତରଠାରେ ଛାତ୍ର ଆନ୍ଦୋଳନ ଜୋର ଧରିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଜାରି ରଖିଥିବାବେଳେ ସମାଧାନର କୌଣସି ବାଟ ବାହାରିପାରିନି। ଏନେଇ କକ୍ରୋଚ ଜନତା ପାର୍ଟି (ସିଜେପି) ଓ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ହୋଇଥିବାବେଳେ କୌଣସି ଚୂଡ଼ାନ୍ତ ନିଷ୍କର୍ସ ବାହାରି ପାରିନାହିଁ।
ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ବିଭତ୍ସ ହତ୍ୟା କରିଛି ସ୍ବାମୀ। ମୃତ ମହିଳା ହେଲେ କିଆଫୁଲ ମାଝୀ। କଣ୍ଟାବାଞ୍ଜି ଥାନା ଚଟୁଅନକା ମାଝୀପଡାରୁ ଆସିଛି ଏଭଳି ହୃଦୟବିଦାରକ ଘଟଣା ।
ହେମଗିର ଥାନା ନୂଆଡିହିରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ସାନଭାଇଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ବଡ଼ଭାଇ। ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ହୋ ହଲ୍ଲା ଭିତରେ ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ 'ଜାତୀୟ ସମ୍ମାନର ଅପମାନ ନିବାରଣ ବିଧେୟକ-୨୦୨୬' ରାଜ୍ୟସଭାରେ ଉପସ୍ଥାପିତ ହୋଇଛି। ବିରୋଧୀ ଦଳର ହଙ୍ଗାମା ମଧ୍ୟରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲ୍ ଆଗତ କରିଥିଲେ । ତେବେ ହଙ୍ଗାମା ଯୋଗୁଁ ବିଲ୍ ଉପରେ ଆଲୋଚନା ଆରମ୍ଭ ହୋଇପାରିନଥିଲା ।
ଯୁଦ୍ଧ ଭିତରେ ଟାରିଫ୍ ବୋମା ଫୁଟାଇଛି ଆମେରିକା । ୨ ଦିନ ତଳେ େଜନେରିକ ଔଷଧ ନେଇ ଭାରତ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲଦିବାକୁ ଘୋଷଣା କରିଥିଲେ। ଆଜି ପୁଣି ଆଉ ଏକ ଟାରିଫ୍ ବୋମା ଫୁଟାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।
କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତିଙ୍କ ଦାୟିତ୍ଵରେ ଚାଲୁଛି ହାଇକୋର୍ଟ। ୭ଟି ହାଇକୋର୍ଟରେ ନାହାଁନ୍ତି ମୁଖ୍ୟ ବିଚାରପତି। ୨୦୨୬ ଜୁଲାଇ ସୁଦ୍ଧା ବମ୍ଵେ, କୋଲକାତା, ଜାମ୍ମୁ କାଶ୍ମୀର ଏବଂ ଲଦ୍ଦାଖ, ମଧ୍ୟପ୍ରଦେଶ, ପାଟନା, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନ ହାଇକୋର୍ଟରେ ସ୍ଥାୟୀ ମୁଖ୍ୟ ବିଚାରପତି ନାହାଁନ୍ତି। ନିୟମିତ ଟ୍ରାନ୍ସଫର ଏବଂ ଅବସର ପାଇଁ ଏହି ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।
ପରୀକ୍ଷା ଜାଲିଆତି ରୋକିବାକୁ ‘ମାଷ୍ଟରପ୍ଲାନ୍’ କରିଛନ୍ତି ମୋଦି ସରକାର। କ୍ୟାବିନେଟରେ 'ପରୀକ୍ଷା ସଂଶୋଧନ ବିଲ୍'କୁ ମଞ୍ଜୁରୀ ମିଳିଥିବାବେଳେ ମାଫିଆଙ୍କୁ ୧୦ ବର୍ଷ ଜେଲ୍ ସହ ୧୦ କୋଟିର ଜରିମାନା
ମହାପ୍ରଭୁଙ୍କର ରତ୍ନବେଦୀରୁ ଜନ୍ମବେଦୀର ସମ୍ପୂର୍ଣ୍ଣ ଯାତ୍ରାକୁ ତିନୋଟି ଅଙ୍ଗ ରୂପେ ଧରାଯାଇଛି। ଏଥିମଧ୍ୟରୁ ରଥଯାତ୍ରା ଗୋଟିଏ ଅଙ୍ଗ, ଗୁଣ୍ଡିଚା ମଣ୍ଡପରେ ଦ୍ୱିତୀୟ ଅଙ୍ଗ ଏବଂ ବାହୁଡା ଯାତ୍ରା ପୂର୍ବକ ଶ୍ରୀମନ୍ଦିରକୁ ବାହୁଡା ବିଜେ ପର୍ଯ୍ୟନ୍ତ ତୃତୀୟ ଅଙ୍ଗ।
ନୂଆଦିଲ୍ଲୀ: ଦେଶବ୍ୟାପୀ ପେପର ଲିକ୍ ବିବାଦ ଏବଂ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ମଧ୍ୟରେ ପ୍ରଧାନମନ୍ତ୍ରୀ…
ନିଟ୍୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ପ୍ରଧାନମନ୍ତ୍ରୀ ମୋଦି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ତାଙ୍କ ସରକାରୀ ହ୍ୟାଣ୍ଡେଲ ପୋଷ୍ଟରେ ସିଧାସଳଖ ଭାବେ ପେପର୍ ଲିକ୍ ପ୍ରସଙ୍ଗକୁ ସମ୍ବୋଧିତ କରି ଲେଖିଛନ୍ତି, ପେପର୍ ଲିକ୍ ତଦନ୍ତ ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରାଯିବ। ଯାହା ଦ୍ବାରା ସମସ୍ତ ଦୋଷୀଙ୍କୁ ଯଥାଶୀଘ୍ର କଠୋର ଦଣ୍ଡ ଦିଆଯାଇପାରିବ ।