ଭାରତୀୟ ବାୟୁସେନାର ୯୪ତମ ପ୍ରତିଷ୍ଠା ଦିବସ ‘ଅପରେସନ୍ ସିନ୍ଦୂର’ ଦେଖାଇଲା ଭାରତୀୟ ବାୟୁସେନାର ଶକ୍ତି
'ଅପରେସନ୍ ସିନ୍ଦୂର' ହେଉଛି ପାକିସ୍ତାନ ଏବଂ ଆତଙ୍କବାଦୀ ବିରୋଧରେ ଭାରତୀୟ ସେନା ଏବଂ ବାୟୁସେନା ପକ୍ଷରୁ ହୋଇଥିବା ଏକ ପ୍ରମୁଖ ସାମରିକ ଅଭିଯାନ। ଯାହା ଭାରତର ଶକ୍ତିକୁ ସାରା ବିଶ୍ବ ଦେଖିଛି। ଜାତୀୟ ସୁରକ୍ଷାରେ ବାୟୁଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ବାରୋପ କରି ଗୁରୁବାର ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂହ ପ୍ରକାଶ କରିଛନ୍ତି ଯେ ‘ଅପରେସନ୍ ସିନ୍ଦୂର’ ଅଧୀନରେ ଗତବର୍ଷ ପାକିସ୍ତାନ ବିପକ୍ଷରେ ହୋଇଥିବା
